Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ...

  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ...

  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ...

  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ...

  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ...

  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ...

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ...

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସର୍ବକାଳୀନ ନିମ୍ନକୁ ଖସି ଆସିଛି ମୋଦୀଙ୍କ ଗ୍ରହଣୀୟତା:ତଥ୍ୟ ଅନ୍ୱେଷଣ କମ୍ପାନି ମର୍ଣ୍ଣିଂ କନସଲ୍ଟ

ସର୍ବକାଳୀନ ନିମ୍ନକୁ ଖସି ଆସିଛି ମୋଦୀଙ୍କ ଗ୍ରହଣୀୟତା:ତଥ୍ୟ ଅନ୍ୱେଷଣ କମ୍ପାନି ମର୍ଣ୍ଣିଂ କନସଲ୍ଟ

2021-05-20 09:42:43
14796
Share:
Facebook
Twitter
E-Mail
WhatsApp
Telegram
ସର୍ବକାଳୀନ ନିମ୍ନକୁ ଖସି ଆସିଛି ମୋଦୀଙ୍କ ଗ୍ରହଣୀୟତା:ତଥ୍ୟ ଅନ୍ୱେଷଣ କମ୍ପାନି ମର୍ଣ୍ଣିଂ କନସଲ୍ଟ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ଦ୍ୱିତୀୟ ଲହର ସଂକ୍ରମଣର ଉପଦ୍ରବରୁ ତ୍ରାହି ପାଇବା ପାଇଁ ଦେଶବାସୀ ଲଢେ଼ଇ ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା କମିଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି । ଚଳିତ ସପ୍ତାହରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଅଢେ଼ଇ କୋଟିକୁ ଟପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ମୋଦୀଙ୍କ ବିଫଳତା ଓ କ୍ଷୟ ପ୍ରାୟ ସମର୍ଥନ ଯୋଗୁଁ ତାଙ୍କ ଲୋକପ୍ରିୟତା ଏପରି ସର୍ବକାଳୀନ ନିମ୍ନକୁ ଖସି ଆସିଛି ବୋଲି ଆମେରିକାର ତଥ୍ୟ ଅନ୍ୱେଷଣ କମ୍ପାନି ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି, ୨୦୧୪ରେ ଦେଶର ଶାସନ କ୍ଷମତା ଦଖଲ କରିଥିବା ମୋଦୀ ଜଣେ ଶକ୍ତିଶାଳୀ ଜାତୀୟ ନେତା ଭାବେ ନିଜର ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା ସହ ୨୦୧୯ରେ ବିଗତ ତିନି ଦଶନ୍ଧିର ସର୍ବାଧିକ ସଂଖ୍ୟା ଗରିଷ୍ଠତା ସହ ପ୍ରଧାନମନ୍ତ୍ରିତ୍ୱ ବଜାୟ ରଖିଥିଲେ । ମାତ୍ର ଦେଶରେ ମହାମାରୀ କୋଭିଡର ସମୟୋଚିତ ପରିଚାଳନାରେ ତ୍ରୁଟି ଯୋଗୁଁ ମୋଦୀଙ୍କୁ ଏପରି ଗ୍ରହଣୀୟତା ହରାଇବାକୁ ପଡ଼ିଛି ବୋଲି ଜଣାଯାଇଛି । ୨୦୧୯ ଅଗଷ୍ଟ ମାସରୁ ମୋଦୀଙ୍କ ଲୋକପ୍ରିୟତା ଉପରେ ନିଘା ରଖୁଥିବା ମର୍ଣ୍ଣିଂ କନସଲ୍ଟ ଚଳିତ ସପ୍ତାହରେ ତାହା ସର୍ବନିମ୍ନ ୬୩ ପ୍ରତିଶତକୁ ଖସି ଆସିଛି ବୋଲି ଜାଣିବାକୁ ପାଇଛି । କେବଳ ଗତ ଏପ୍ରିଲ ମାସରେ ହିଁ ସେଥିରେ ସର୍ବାଧିକ ୨୨ ପଏଣ୍ଟ ହ୍ରାସ ଘଟିଥିବା କୁହାଯାଇଛି । ଦିଲ୍ଲୀ ଓ ମୁମ୍ବାଇ ପରି ନଗରାଞ୍ଚଳରେ ଡାକ୍ତରଖାନାରେ ରୋଗୀଶଯ୍ୟା ନ ମିଳିବା ଏବଂ ଅମ୍ଳଜାନ ଅଭାବରୁ କୋଭିଡ ପୀଡ଼ିତମାନେ ମୃତୁ୍ୟମୁଖରେ ପଡ଼ିବା ଆଦି ଘଟଣା ତାଙ୍କ ଲୋକପ୍ରିୟତାକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥିବା ସ୍ପଷ୍ଟ ହୋଇଛି । ସରକାରୀ ସହଯୋଗ ଅଭାବରୁ ଶବଗୃହ ଓ ଶବଦାହ କେନ୍ଦ୍ରମାନଙ୍କରେ ଶହ ଶହ ଶବ ଗଦା ହେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଇଯାଇଥିଲା । ସ୍ଥିତି ସୁଧୁରିବାକୁ ଅନେକ ଦିନ ଲାଗିଯିବ ବୋଲି ଅନୁମାନ କରାଯାଉଛି । ଆଗାମୀ ୨୦୨୪ ଯାଏ ମୋଦୀଙ୍କୁ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବନି, ତେବେ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ଲାଗି ବିରୋଧୀଦଳମାନେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇଥିବା ମଧ୍ୟ ନଜିର ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Powered by Froala Editor

Tags Modi

Related articles Odisha News Lens 4.1

  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ
    ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13771
    Mar 16, 2026
  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ
    ଦେଶ-ଦେଶାନ୍ତର

    ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14129
    Mar 16, 2026
  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...
    ଦେଶ-ଦେଶାନ୍ତର

    ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...

    14579
    Mar 17, 2026
  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ
    ଦେଶ-ଦେଶାନ୍ତର

    ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ

    13829
    Mar 17, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...

    15062
    Mar 16, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ
    ବିଶେଷ

    ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13888
    Mar 17, 2026
  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...
    ଦେଶ-ଦେଶାନ୍ତର

    ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...

    14873
    Mar 17, 2026
  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ
    ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14621
    Mar 16, 2026
  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15702
    Mar 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ପହଞ୍ଚିଲେ

    14579
    Mar 17, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15702
    Mar 16, 2026
  • ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14621
    Mar 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17375
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17438
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17785
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16255
    Apr 03, 2021

ବିଶେଷ

  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13888
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13870
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14214
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13965
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14536
    Mar 11, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15683
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15145
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14995
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14505
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ

    13829
    Mar 17, 2026
  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14129
    Mar 16, 2026
  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ପହଞ୍ଚିଲେ

    14579
    Mar 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In