Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ ...

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ...

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମୋତେ ଅପମାନ ଲାଗିଲା: ମମତା

ମୋତେ ଅପମାନ ଲାଗିଲା: ମମତା

2021-05-20 09:36:03
15262
Share:
Facebook
Twitter
E-Mail
WhatsApp
Telegram
ମୋତେ ଅପମାନ ଲାଗିଲା: ମମତା

କୋଲକାତା: ବୈଠକକୁ ଡାକି କହିବା ପାଇଁ ସୁଯୋଗ ଦେଲେନି । ତାହଲେ ବୈଠକକୁ କାହିଁକି ଡାକୁଥିଲେ ।  ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ନହେବା ଅତି ଦୁଃଖଦାୟକ । ଯେଉଁଥି ପାଇଁ ମୋତେ ଅପମାନ ଲାଗିଲା । ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ପ୍ରକାଶ ଯେ, ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ  କରୋନା ମୁକାବିଲା ପାଇଁ ଆଜି ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କୁ କିଛି ପରାମର୍ଶ ଦେଇଥିଲେ । ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡାକି ସେମାନଙ୍କ ସହ କଥା ନହେବା ଦୁଃଖଦାୟକ । କଥା କହିବା ପାଇଁ ଆମକୁ ସୁଯୋଗ ଦିଆଗଲା ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି । 

ଏହାଛଡ଼ା ମମତା ବାନାର୍ଜୀ କହିଛନ୍ତି ଯେ,  ଅଧିକ ଟିକା ପାଇଁ ଦାବି କରିଥାଆନ୍ତୁ, କିନ୍ତୁ କହିବା ପାଇଁ ଆମକୁ ଅନୁମତି ମିଳିଲା ନାହିଁ।  କେବଳ କେତେଜଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂକ୍ଷପରେ ଭାଷଣ ଦେବା ପରେ ସଭା ସାଙ୍ଗ ହୋଇଗଲା। ଏଇଟା ଥିଲା ଗୋଟାଏ ଅନୌପଚାରିକ ସଭା। ଆମକୁ ଅପମାନ ଲାଗିଲା। ସେ ଟିକା କିଂବା ରେମ୍‌ଡେସିଭିୟର୍‌ ପ୍ରସଙ୍ଗରେ ପଚାରିଲେ ନାହିଁ। ‘ବ୍ଲାକ୍‌ ଫଙ୍ଗ୍‌ସ୍‌’ ମାମଲା ବିଷୟରେ ବି ସେ ପଚାରିଲେ ନାହିଁ। ବୈଠକରେ କହିବା ଲାଗି ସୁଯୋଗ ନ ମିଳିବାରୁ  ଅପମାନ ଲାଗିଲା ବୋଲି ମମତା ବାନାର୍ଜୀ କହିଛନ୍ତି । 

Powered by Froala Editor

Tags Mamata banarjee

Related articles Odisha News Lens 4.1

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
    ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15465
    Feb 08, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14554
    Feb 08, 2026
  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର
    ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15431
    Feb 07, 2026
  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ
    ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13485
    Feb 09, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13536
    Feb 08, 2026
  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’
    ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13855
    Feb 08, 2026
  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ
    ଦେଶ-ଦେଶାନ୍ତର

    ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13726
    Feb 08, 2026
  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ
    ଦେଶ-ଦେଶାନ୍ତର

    ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13778
    Feb 08, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ
    ଦେଶ-ଦେଶାନ୍ତର

    ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15670
    Feb 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15431
    Feb 07, 2026
  • ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13855
    Feb 08, 2026
  • ଦେଶ-ଦେଶାନ୍ତର

    ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13726
    Feb 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15831
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15750
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16126
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14248
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14465
    Jan 31, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15746
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15465
    Feb 08, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14554
    Feb 08, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15670
    Feb 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In