Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ

କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ

2022-12-29 05:54:18
15891
Share:
Facebook
Twitter
E-Mail
WhatsApp
Telegram
କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ

ନୂଆଦିଲ୍ଲୀ: ଚୀନ୍‌ ସମେତ ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବା ବେଳେ ଭାରତ ନିମନ୍ତେ ଆଗାମୀ ୪୦ଦିନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ଜାନୁଆରୀରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ ମତ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟ ଅଧିକାରୀଜଣକ କହିଥିଲେ ଅତୀତକୁ ଦୃଷ୍ଟି ଦେଲେ ପୂର୍ବ ଏସିଆରେ ଯେତେବେଳେ ନୂଆ କରୋନା ପ୍ରଜାତି ବାହାରିଛି ତାହାର ୩୦ରୁ ୩୫ ଦିନ ପରେ ଭାରତରେ ସଂକ୍ରମଣ ବୃଦ୍ଧି ପାଇବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଯେଉଁ ନୂଆ ପ୍ରଜାତି ଦେଖା ଦେଇଛି ତାହାର ପ୍ରଭାବ ଜାନୁଆରୀରେ ବଡ଼ିବାର ସମ୍ଭାବନା ରହିଛି। ତେବେ କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌, ଦକ୍ଷିଣ କୋରିଆ ଆଦି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Powered by Froala Editor

Tags Corona

Related articles Odisha News Lens 4.1

  • ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ
    ଦେଶ-ଦେଶାନ୍ତର

    ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ

    15201
    Jul 07, 2025
  • ସଲମାନଙ୍କ ସହ ଏଥର ଶୋ’ ହୋଷ୍ଟ କରିବେ ଏହି ୩ ସେଲିବ୍ରିଟି
    ମନୋରଞ୍ଜନ

    ସଲମାନଙ୍କ ସହ ଏଥର ଶୋ’ ହୋଷ୍ଟ କରିବେ ଏହି ୩ ସେଲିବ୍ରିଟି

    13937
    Jul 08, 2025
  • କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ
    ଦେଶ-ଦେଶାନ୍ତର

    କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ

    15171
    Jul 08, 2025
  • ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13288
    Jul 08, 2025
  • ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି
    ଦେଶ-ଦେଶାନ୍ତର

    ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି

    13563
    Jul 08, 2025
  • ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍
    ମନୋରଞ୍ଜନ

    ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍

    15302
    Jul 07, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ
    ବିଶେଷ

    ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15492
    Jul 08, 2025
  • ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    13556
    Jul 08, 2025
  • ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’
    ମନୋରଞ୍ଜନ

    ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    13769
    Jul 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15492
    Jul 08, 2025
  • ଦେଶ-ଦେଶାନ୍ତର

    ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ

    15201
    Jul 07, 2025
  • ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13288
    Jul 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16609
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16727
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17039
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15528
    Apr 03, 2021

ବିଶେଷ

  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15492
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14236
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    14961
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15512
    Jul 06, 2025
  • ସୌନ୍ଦର୍ଯ୍ୟ ତ୍ଵଚା ପାଇଁ ଗୁଆ ଘିଅ

    15630
    Jul 06, 2025

ବାଣିଜ୍ୟ

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ& ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16403
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14048
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15571
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15550
    Jun 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶାଶୂକୁ ବିଧା ଗୋଇଠା ମାରିଲେ ଇଞ୍ଜିନିୟର ବୋହୂ

    15686
    Jul 07, 2025
  • ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି

    13563
    Jul 08, 2025
  • ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    13769
    Jul 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In