Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ...

  • ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ...

  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ...

  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ...

  • ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ...

  • ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ...

  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ ...

  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ...

  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, ...

ରାଜ୍ୟ
Home ›› ରାଜ୍ୟ ››ଖଣ୍ଡ ବିଖଣ୍ଡିତ ମାଂସ ସହ ଖେଳିଲା ହାତୀ, ହିଂସ୍ର ରୂପ ଦେଖି ପାଖ ମାଡିଲାନି ବନବିଭାଗ

ଖଣ୍ଡ ବିଖଣ୍ଡିତ ମାଂସ ସହ ଖେଳିଲା ହାତୀ, ହିଂସ୍ର ରୂପ ଦେଖି ପାଖ ମାଡିଲାନି ବନବିଭାଗ

2022-12-21 17:48:14
15466
Share:
Facebook
Twitter
E-Mail
WhatsApp
Telegram
ଖଣ୍ଡ ବିଖଣ୍ଡିତ ମାଂସ ସହ ଖେଳିଲା ହାତୀ, ହିଂସ୍ର ରୂପ ଦେଖି ପାଖ ମାଡିଲାନି ବନବିଭାଗ

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ତେଲକୋଇ ସେକ୍ସନ ଛାମୁଣ୍ଡା ମୁଣ୍ଡା ସାହି ଜଙ୍ଗଲରେ ଏକ ମାଈ ହାତୀ ତାଣ୍ଡବ ଲୀଳା ରଚିଛି । ହାତୀର ଗତିବିଧି ସମ୍ପର୍କରେ ଜାଣିବାକୁ ବନ ବିଭାଗକୁ ନକେଦମ୍ ହେବାକୁ ପଡ଼ିଥିଲା । ତେବେ ଦୀର୍ଘ ସମୟ ପରେ ସନ୍ଧ୍ୟା ରେ ଉକ୍ତ ସ୍ଥାନରୁ କୌଣସି ଏକ ପ୍ରାଣୀର ଦେହାବଶେଷ ବନ ବିଭାଗ ଉଦ୍ଧାର କରିଛି । ଏହା ମଣିଷ କି କୌଣସି ପଶୁ କିମ୍ବା ଆଉ କାହାର ତାହା ସ୍ପଷ୍ଟ ହୋଇ ନାହିଁ । ବନ ବିଭାଗ ଦେହାବଶେଷ ର ନମୁନା ସଂଗ୍ରହ କରିଛି । 

ସୂଚନା ମୁତାବକ ହାତୀଟି ହିଂସ୍ର ହୋଇ କୌଣସି ଏକ ଦେହାବଶେଷକୁ ଶୁଣ୍ଢରେ ଧରି କଚାଡି ମାରୁଥିଲା ଏବଂ ଖେଳୁଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଭୟବିତ ହେବା ସହିତ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ଥିଲେ। ମାତ୍ର ହାତୀଟି ଧୀରେ ଧୀରେ ଘଞ୍ଚ ଜଙ୍ଗଲ ଆଡ଼କୁ ଚାଲି ଯାଉଥିବାରୁ ବନ ବିଭାଗ ଅଡ଼ୁଆରେ ପଡିଯାଇଥିଲା । ବନ ବିଭାଗ ପକ୍ଷରୁ ଥର୍ମାଲ ଡ୍ରୋନ କ୍ୟାମେରାରେ ମାଈ ହାତୀ ଛିଡ଼ା ହୋଇଥିବା ଠାବ ହୋଇଥିଲା । ହାତୀକୁ ଘଞ୍ଚ ଜଙ୍ଗଲ ମଧ୍ୟରୁ ବାହାରକୁ ବାହାର କରିବାକୁ ବନ ବିଭାଗ ଚେଷ୍ଟା କରିଥିଲା । ମାତ୍ର ହାତୀର ହିଂସ୍ର ରୂପ ଦେଖି ବନ ବିଭାଗ ତାକୁ ଆଶ୍ରୟ ନେବାପାଇଁ ଛାଡ଼ି ଦେଇଥିଲା । 

ଏହାପରେ ସନ୍ଧ୍ୟାରେ ପୁଣି ବନ ବିଭାଗ କର୍ମଚାରୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହାତୀକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉ ଥିବା ବେଳେ ଆଉ ଦୁଇ ଦନ୍ତା ଆସି ସେଠାରେ ପହଞ୍ଚି ଥିଲେ । ଦନ୍ତା ଆସିବାପରେ ତିନି ହାତୀ ମିଶି ନିକଟସ୍ତ ଦୋବଲା ପାଳ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲେ । ଏହା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରୁ ଏକ ପ୍ରାଣୀର ଖଣ୍ଡ ବିଖଣ୍ଡିତ ମାଂସ,ହାଡ ପଡ଼ିଥିବା ଦେଖିଥିଲେ । ସେ ସବୁର ନମୁନାକୁ ସଂଗ୍ରହ କରିଥିବା ଜଣା ପଡ଼ିଛି ।

ନମୁନା ସଂଗ୍ରହ କରାଯାଇଛି । ଲ୍ୟାବକୁ ପରୀକ୍ଷା ପାଇଁ ପଠାଯିବ ,ରିପୋର୍ଟ ଆସିବା ପରେ ଦେହାବଶେଷ  କାହାର ସ୍ପଷ୍ଟ ହେବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ।

Powered by Froala Editor

Tags telkoi

Related articles Odisha News Lens 4.1

  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ
    ମନୋରଞ୍ଜନ

    ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

    13723
    Aug 31, 2025
  • ଶିକ୍ଷକମାନେ TET  ପାସ୍‌ କରିବାକୁ ପଡ଼ିବ
    ଦେଶ-ଦେଶାନ୍ତର

    ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

    14153
    Sep 01, 2025
  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା
    ମନୋରଞ୍ଜନ

    ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

    15462
    Aug 31, 2025
  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ
    ମନୋରଞ୍ଜନ

    ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

    13706
    Aug 31, 2025
  • ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ ସବୁ ନିୟମରେ ହେଲା ...
    ଦେଶ-ଦେଶାନ୍ତର

    ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ ସବୁ ନିୟମରେ ହେଲା ...

    15365
    Sep 01, 2025
  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା

    15077
    Sep 01, 2025
  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ
    ଦେଶ-ଦେଶାନ୍ତର

    ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

    14574
    Sep 01, 2025
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର
    ଦେଶ-ଦେଶାନ୍ତର

    ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର

    13394
    Sep 01, 2025
  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ  ଆଡ ଆଖିରେ ଚାହିଁଲେନି ମୋଦୀ
    ଦେଶ-ଦେଶାନ୍ତର

    ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

    13768
    Sep 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

    13723
    Aug 31, 2025
  • ଦେଶ-ଦେଶାନ୍ତର

    ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

    14574
    Sep 01, 2025
  • ମନୋରଞ୍ଜନ

    ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

    15462
    Aug 31, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16710
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16812
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17163
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15628
    Apr 03, 2021

ବିଶେଷ

  • ଏତିକି ମାତ୍ରା ଅଲମଣ୍ଡ ଖାଇବା ଶରୀର ପାଇଁ ଭଲ

    15570
    Aug 31, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    14320
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    15050
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16230
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14388
    Aug 26, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15201
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15685
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14783
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14594
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା

    15077
    Sep 01, 2025
  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

    13706
    Aug 31, 2025
  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

    13723
    Aug 31, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In