ଏହି ମାମଲାରେ ଆଗରେ ମହିଳା

ଆଧୁନିକ ଯୁଗରେ ପୁରୁଷ ମହିଳା ଏକଧାଡ଼ିରେ ଚାଲିଲେଣି । ଏବେ କେହି କାହାଠାରୁ କୌଣସି ଗୁଣରେ କମ ନୁହଁନ୍ତି । କିନ୍ତୁ ଜୀବନରେ କିଛି ଏପରି ମାମଲା ଅଛି ଯେଉଁଠାରେ ପୁରୁଷମାନଙ୍କଠାରୁ ମହିଳା ମାନେ ଆଗରେ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏ ବିଷୟରେ...
- ମହିଳାଙ୍କୁ ପୁରୁଷଙ୍କଠାରୁ ଦୁଇଗୁଣା ଅଧିକ ଭୋକ ଲାଗିଥାଏ। ଏଣୁ ଏହି ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି। ମହିଳାଙ୍କ ଶାରିରୀକ ସଂରଚନା କାରଣରୁ ତାଙ୍କୁ ପୁରୁଷଙ୍କଠାରୁ ଅଧିକ ଉର୍ଜାର ଆବଶ୍ୟକତା ହୋଇଥାଏ। ଏଥିପାଇଁ ତାଙ୍କୁ ଅଧିକ ଭୋକ ଲାଗିଥାଏ।
- ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଅଧିକ ଚତୁର ଏବଂ ବୁଦ୍ଧିମାନ ହୋଇଥାଏ। ନିଜର ଉତ୍ତମ ବୁଝାବଣା ଦ୍ୱାରା ସେ ଯେକୌଣସି ସମସ୍ୟା ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ସେ ଜୀବନରେ ଆସୁଥିବା ସବୁ ଦୁଃଖକଷ୍ଟକୁ ସାହସର ସହ ସାମ୍ନା କରିଥାନ୍ତି।
- ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସାହସୀ ହୋଇଥାନ୍ତି। ଏଥିପାଇଁ ସେମାନେ ଜୀବନର କୌଣସି ପରିସ୍ଥିତି ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଛଅଗୁଣ ଅଧିକ ସାହସୀ ହୋଇଥାନ୍ତି।
- ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଆଠଗୁଣ ଅଧିକ କାମୁକ ହୋଇଥାନ୍ତି। ଏଣୁ ଏହି ମାମଲାରେ ମଧ୍ୟ ସେମାନେ ପୁରୁଷଙ୍କଠାରୁ ଅନେକ ଗୁଣରେ ଆଗରେ ରହିଥାନ୍ତି।
Powered by Froala Editor