ରାଉଣ୍ଡ-୪ ସୁଦ୍ଧା କିଏ ପାଇଲା କେତେ , ଜାଣନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୪ ଗଣତି ଶେଷ ହୋଇଛି।ରାଉଣ୍ଡ-୪ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ତେବେ ରାଉଣ୍ଡ-୪ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୫୦୯ ମୋଟ-୧୩୬୫୯
ବର୍ଷା ସିଂ ବରିହା(ବିଜେଡି)-୫୯୨୧ ମୋଟ-୨୧୮୩୭
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୪୨ ମୋଟ-୬୧୬
ବିଦ୍ୟାଧର ପାଣ୍ଡଭ-୧୧ ମୋଟ-୫୪
ମୁକ୍ତେଶ୍ୱର ଦାସ-୯ ମୋଟ-୩୪
ଉଦିତ ବନ୍ଦିଆ-୧୩୧୮ ମୋଟ-୬୭
ଗଙ୍ଗାଧର ସାହା-୨୫ ମୋଟ-୮୩
ଦେବରଚନ ନାୟକ-୨୫ ମୋଟ-୯୧
ବୃନ୍ଦାବନ ପରୋହିତ-୨୫ ମୋଟ-୯୭
ସହଦେବ ସାହୁ-୫୬ ମୋଟ-୨୨୭
ନୋଟା-୧୧୫ ମୋଟ-୩୮୭
Powered by Froala Editor