Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ...

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ...

  • 'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ...

  • କଲରା ସହ ଏସବୁ ଖାଇବା ମନା

  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ ...

  • ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ...

ବିଶେଷ
Home ›› ବିଶେଷ ››ସୌନ୍ଦର୍ଯ୍ୟ ବୃଦ୍ଧି କରେ ବ୍ଲୁ ବେରି

ସୌନ୍ଦର୍ଯ୍ୟ ବୃଦ୍ଧି କରେ ବ୍ଲୁ ବେରି

2022-12-05 04:13:55
15320
Share:
Facebook
Twitter
E-Mail
WhatsApp
Telegram
ସୌନ୍ଦର୍ଯ୍ୟ ବୃଦ୍ଧି କରେ ବ୍ଲୁ ବେରି

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ | ଫଳ ଭିତରୁ ବ୍ଲୁ ବେରୀ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଆପଣ ହୁଏତ ଜାଣିନଥିବେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ଼ ଭଳି ପୋଷାକ ତତ୍ତ୍ୱରେ ଭରପୁର ବ୍ଲୁ ବେରି ସେବନ କେତେକ ଗମ୍ଭୀର ରୋଗ ଦାଉରୁ ବି ଶରୀରକୁ ସୁରକ୍ଷା ଦେଇଥାଏ | ଖାଲି ସେତିକି ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ବି ଏହା ବିଶେଷ ସହାୟକ ହେବ ।

ଅନ୍ୟ ସବୁ ଦିନରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ । କାରଣ ଶୀତ ଦିନରେ ସ୍କିନ କୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯତ୍ନ ପାଇଁ ଅନେକ ପ୍ରକାର ଘରୋଇ ଉପଚାର ଆପଣାଇବା ସହିତ ଡାକ୍ତରମାନଙ୍କ ପରାମର୍ଶ ନେଉଛନ୍ତି ।

କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଶୀତଦିନେ କେବଳ ବଡି ଲୋସନ କିମ୍ବା ହୋମ୍‌ ରେମେଡିଜ ବ୍ୟବହାର କରିବା ଦ୍ୱାରା ଚର୍ମ ଜନିତ ସମସ୍ୟା ଦୂର ହୁଏନି । ଏହା ସହିତ ଖାଦ୍ୟପେୟରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ସେଥିପାଇଁ କିଛି ଶୀତ ଦିନରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ରହିଛି । ଯାହା ଦ୍ୱାରା ଶୀତ ଦିନରେ ଆପଣଙ୍କ ଚର୍ମ ସୁସ୍ଥ ଓ ସତେଜ ରହିବ ।

ଏକ କପ ବ୍ଲୁ ବେରୀରେ ୮୫ କ୍ୟାଲୋରୀ ଓ ୦.୫ ଗ୍ରାମ ଫ୍ୟାଟ ବ୍ୟତୀତ ୧.୫ ଗ୍ରାମ ସୋଡିୟମ, ୧୧୪ ଗ୍ରାମ ପୋଟାସିୟମ, ୨୧ ଗ୍ରାମ କାର୍ବୋହାଇଡ୍ରେଟ , ୧୪ ପ୍ରତିଶତ ଫାଇବର, ୧୫ ଗ୍ରାମ ସୁଗାର, ୨ ପ୍ରତିଶତ ପ୍ରୋଟିନ , ଭିଟାମିନ ଏ, ୨୪ ପ୍ରତିଶତ ଭିଟାମିନ ସି, ୨ ପ୍ରତିଶତ ଆଇରନ, ୫ ପ୍ରତିଶତ ଭିଟାମିନ ବି-6, ୨ ପ୍ରତିଶତ ଆଇରନ, ୨ ପ୍ରତିଶତ ମ୍ୟାଗନେସିୟମ ମହଜୂତ ଥାଏ ।

ବ୍ଲୁ ବେରୀରୁ କ’ଣ ମିଳେ ଫାଇଦା:

– ପ୍ରତିଦିନ ଗୋଟେ କପ ବ୍ଲୁବେରୀଜ ଖାଇବା ଦ୍ୱାରା ମସ୍ତିସ୍କ ତୀବ୍ର ଭାବରେ କାମ କରିଥାଏ ।ଏହାବାଦ ଏହାର ସେବନ ଆଲଜାଇମର, ବେରୀଯ ପରି ରୋଗ ଦାଉରୁ ରକ୍ଷା କରିଥାଏ । ଏହା ସହ ଫାଇଟୋନ୍ୟୂଟ୍ରି ଏଣ୍ଟ, ମିନେରାଲ୍ସ ଓ ଭିଟାମିନ ମସ୍ତିସ୍କ କୋଷିକା ଗୁଡିକର ବିକାଶ କରିଥାଏ |

- ପ୍ରତିଦିନ ଏହାକୁ ସେବନ କଲେ ନର୍ଭସ ସିଷ୍ଟମ ଠିକ ରହିଥାଏ । ଯାହାଦ୍ୱାରା ଚାପଗ୍ରସ୍ଥରୁ ମୁକ୍ତି ଦେବା ସହ ଡିପ୍ରେସନ ସମସ୍ୟା ମଧ୍ୟ ହୁଏନାହିଁ ।

– ହୃଦ ରୋଗୀ ମାନଙ୍କ ପାଇଁ ଏହି ଫଳ ଅମୃତ ସମାନ ହୋଇଥାଏ । ହାର୍ଟ ଆଟାକ ଓ ଷ୍ଟ୍ରୋକର ଆଶଙ୍କାକୁ କମ କରିଥାଏ ।

– ପାଚନ କ୍ରିୟା ସୁସ୍ଥ ରଖିବାରେ ଏହା ଖୁବ ଲଭଦାୟୀ ହୋଇଥାଏ । ପ୍ରତିଦିନ ସେବନ କଲେ ଦୀର୍ଘ ଦିନର ପାଚନ ଜନିତ ସମସ୍ୟା ଦୂର ହୋଇଥାଏ ।

– ଚକ୍ଷୁ ସୁସ୍ଥ ରଖିବାରେ ବି ଖୁବ ଲାଭଦାୟୀ ।

– କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ହେବାର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରେ ଏହି ବିଶେଷ ଫଳ।

– ଲିଭର ସଂକ୍ରମଣରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ ।

Powered by Froala Editor

Tags Blue berry

Related articles Odisha News Lens 4.1

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି
    ଖେଳ ଖବର

    ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି

    14563
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13739
    May 12, 2025
  • 'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର
    ଦେଶ-ଦେଶାନ୍ତର

    'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର

    13973
    May 12, 2025
  • ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି ପାକିସ୍ତାନୀ: ସାର୍ଥକ ...
    ଦେଶ-ଦେଶାନ୍ତର

    ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି ପାକିସ୍ତାନୀ: ସାର୍ଥକ ...

    14015
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15621
    May 12, 2025
  • କଲରା ସହ ଏସବୁ ଖାଇବା ମନା
    ବିଶେଷ

    କଲରା ସହ ଏସବୁ ଖାଇବା ମନା

    14527
    May 12, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15362
    May 12, 2025
  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14170
    May 12, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15383
    May 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15621
    May 12, 2025
  • ବିଶେଷ

    କଲରା ସହ ଏସବୁ ଖାଇବା ମନା

    14527
    May 12, 2025
  • ଦେଶ-ଦେଶାନ୍ତର

    'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର

    13973
    May 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16882
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15434
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13474
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14527
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15621
    May 12, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15535
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15447
    May 10, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16259
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13975
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14768
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15295
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର

    13973
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13739
    May 12, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15362
    May 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In