Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ...

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ...

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ...

  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ...

  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

  • ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ ...

  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆପଲ୍ ଆଇଫୋନ୍ ଫ୍ୟାକ୍ଟ୍ରିରେ ସଂଘର୍ଷ, ଭିଡିଓ ଭାଇରାଲ

ଆପଲ୍ ଆଇଫୋନ୍ ଫ୍ୟାକ୍ଟ୍ରିରେ ସଂଘର୍ଷ, ଭିଡିଓ ଭାଇରାଲ

2022-11-24 19:52:29
15833
Share:
Facebook
Twitter
E-Mail
WhatsApp
Telegram
ଆପଲ୍ ଆଇଫୋନ୍ ଫ୍ୟାକ୍ଟ୍ରିରେ ସଂଘର୍ଷ, ଭିଡିଓ ଭାଇରାଲ

ବିଶ୍ୱର ସର୍ବବୃହତ ଆପଲ୍ ଆଇଫୋନ୍ କାରଖାନାରେ କରୋନା ତାଲାବନ୍ଦ ଏବଂ ବେତନ ବିବାଦକୁ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ସେମାନେ ଅନେକ ସପ୍ତାହ ଧରି କରୋନା କଟକଣା ଭିତରେ ରହୁଥିଲେ। ଏବେ କମ୍ପାନି ପରିସରରୁ ପଳାୟନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଫ୍ୟାକ୍ଟ୍ରିରେ ମୁତୟନ ସୁରକ୍ଷାକର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି। କର୍ମଚାରୀଙ୍କୁ ମାଡ ମରାଯାଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସଂଘର୍ଷରେ ଅନେକ ଶ୍ରମିକ ଆହତ ହୋଇଥିବା କୁହାଯାଉଛି ।

ଚାଇନାର ଝେଙ୍ଗଜୋଉରେ ଥିବା ଆପଲ୍ କାରଖାନାରେ ଅକ୍ଟୋବରରୁ ବିଶୃଙ୍ଖଳା ଦେଖାଯାଉଥିଲା । କରୋନା ପ୍ରତିବନ୍ଧକ ଯୋଗୁଁ ତାଲାବନ୍ଦ ଆରମ୍ଭ ହେବା ପରେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ଆଇଫୋନ୍ ସିଟିରେ ୨ ଲକ୍ଷରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ଅନେକଙ୍କୁ ସଂଗରୋଧ କରାଯାଇଥିଲା । ଏମାନେ ଖାଦ୍ୟ ଏବଂ ଔଷଧ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହାମଧ୍ୟରେ ଭିତରେ ରହିବା ଅସହ୍ୟ ହେବାରୁ ବୁଧବାର କର୍ମଚାରୀ କମ୍ପାନି ପରିସରରୁ ପଳାୟନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି କର୍ମଚାରୀ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଥିବା ଭିଡିଓରୁ ଦେଖିବାକୁ ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଫକ୍ସକନ୍ ପ୍ଲାଣ୍ଟର କର୍ମଚାରୀମାନେ କାରଖାନାରୁ ବାହାରିଥିଲେ । ଏହା ପରେ ସୁରକ୍ଷା କର୍ମୀଙ୍କ ସହ ଝଗଡା ହୋଇଥିଲା । ଅନ୍ୟ ଏକ ଭିଡିଓରେ ସୁରକ୍ଷାକର୍ମୀ ମାନେ ଭୂମିରେ ପଡ଼ିଥିବା ଜଣେ ଶ୍ରମିକଙ୍କୁ ବାଡ଼ିରେ ମାଡ ମାରୁଥିବାର ନଜର ଆସିଛନ୍ତି । ଏହି ସମୟରେ ଲଢେଇ ଜାରି ରହିବ ବୋଲି ସ୍ଲୋଗାନ ଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।



Powered by Froala Editor

Tags iphone

Related articles Odisha News Lens 4.1

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14815
    Jul 13, 2025
  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...
    ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...

    14716
    Jul 12, 2025
  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ
    ଦେଶ-ଦେଶାନ୍ତର

    ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

    15698
    Jul 12, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13882
    Jul 13, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15483
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ
    ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15808
    Jul 12, 2025
  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି
    ଦେଶ-ଦେଶାନ୍ତର

    ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15655
    Jul 12, 2025
  • ଲଦାଖଲେ ଦଲାଇ ଲାମା,  ଚୀନ୍ ଖପ୍ପା
    ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15693
    Jul 12, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15070
    Jul 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15693
    Jul 12, 2025
  • ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ପାଠପଢା

    14716
    Jul 12, 2025
  • ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14815
    Jul 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16615
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17045
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15534
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13882
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14713
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15582
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14572
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14729
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15868
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16409
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14056
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15577
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15693
    Jul 12, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15483
    Jul 13, 2025
  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15655
    Jul 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In