Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ...

  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ...

  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ...

  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ...

  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ...

  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ...

  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମଦୁଆ ଯୁବକର ବେପରୁଆ ଷ୍ଟଣ୍ଟ : ଚାଲିଗଲା ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ

ମଦୁଆ ଯୁବକର ବେପରୁଆ ଷ୍ଟଣ୍ଟ : ଚାଲିଗଲା ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ

2022-11-08 18:23:58
14758
Share:
Facebook
Twitter
E-Mail
WhatsApp
Telegram
ମଦୁଆ ଯୁବକର ବେପରୁଆ ଷ୍ଟଣ୍ଟ : ଚାଲିଗଲା ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ

ମଦୁଆଙ୍କ ବେପରୁଆ ଷ୍ଟଣ୍ଟ ଯୋଗୁଁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ଗୁରୁଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଘଟଣାଟି ରବିବାର ରାତି ୨ଟାରେ ଘଟିଥିବା ବେଳେ ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ କାର ଚାଳକ ଷ୍ଟଣ୍ଟ କରୁଥିବା ବେଳେ ଦୋକାନ ଆଗରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢ଼ାଇ ଦେଉଛନ୍ତି। ଏହା ପରେ ତାଙ୍କର ମୃତ୍ୟୁ ଘଟୁଛି।

ଗୁରୁଗ୍ରାମରେ ରାତି ପ୍ରାୟ ୨ଟା ବେଳେ ଜଣେ ଯୁବକ ମଦ ପିଇବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ମଦ ଦୋକାନ ଆଗରେ ଷ୍ଟଣ୍ଟ ଦେଖାଇବା ଆରମ୍ଭ କରିଥିଲା। ସେ ଗୋଟିଏ ମାରୁତି ଏରଟିଗା କାର୍‌ରେ ବସି ମଦ ନିଶାରେ ଷ୍ଟଣ୍ଟ କରୁଥିବା ବେଳେ କିଛି ଲୋକ ମଦ ଦୋକାନ ଆଗରେ ଛିଡ଼ା ହୋଇଥିଲେ।

ହଠାତ୍‌ ମଦୁଆ ଡ୍ରାଇଭର ଜଣଙ୍କ ଦ୍ରୁତ ଗତିରେ ଦୋକାନ ଆଗରେ ଛିଡ଼ା ହୋଇଥିବା ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏହା ଦେଖି ଲୋକମାନେ ସାଇଡ ହେବାକୁ ଚେଷ୍ଟା କରିଥିଲେ। ହେଲେ ମଦୁଆ ଡ୍ରାଇଭର ଗାଡ଼ିକୁ ଦ୍ରୁତ ଗତିରେ ବୁଲାବା ବେଳେ ଏହାର ପଛ ପଟ ଅଂଶ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସମେତ ଅନ୍ୟମାନଙ୍କ ଦେହରେ ଖୁବ ଜୋରରେ ମାଡ଼ ହୋଇଯାଇଥିଲା। ଘଟଣା ପରେ କାରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଧକ୍କା ଖାଇଥିବା ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା।

ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି କାରକୁ ଜବତ କରିଛି। ପୁଲିସ୍‌ କହିଛି ଯେ ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଡେପୁଟି କମିଶନରଙ୍କ ଅଫିସରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ।

Powered by Froala Editor

Tags stunt

Related articles Odisha News Lens 4.1

  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ
    ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13596
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ
    ଦେଶ-ଦେଶାନ୍ତର

    ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13993
    Aug 05, 2025
  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌
    ଦେଶ-ଦେଶାନ୍ତର

    ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15197
    Aug 05, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ
    ବିଶେଷ

    ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14437
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13847
    Aug 05, 2025
  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ
    ଦେଶ-ଦେଶାନ୍ତର

    ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ

    15163
    Aug 05, 2025
  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’
    ମନୋରଞ୍ଜନ

    ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

    14438
    Aug 05, 2025
  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ
    ଦେଶ-ଦେଶାନ୍ତର

    ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ

    14513
    Aug 05, 2025
  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’
    ମନୋରଞ୍ଜନ

    ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

    15451
    Aug 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13596
    Aug 05, 2025
  • ଦେଶ-ଦେଶାନ୍ତର

    ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13993
    Aug 05, 2025
  • ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13847
    Aug 05, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16764
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17092
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15571
    Apr 03, 2021

ବିଶେଷ

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14437
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14309
    Aug 04, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15403
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15435
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14907
    Jul 31, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14260
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14723
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14816
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14159
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14437
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13993
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13847
    Aug 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In