Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ ...

  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ...

  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ...

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

ବିଶେଷ
Home ›› ବିଶେଷ ››ଶୀତ ଦିନେ ପ୍ରତିଦିନ ବ୍ୟବହାର କରନ୍ତୁ ଅଦା,ବଢ଼ିଥାଏ ରୋଗ ପ୍ରତିରୋଧକ ଶକ୍ତି

ଶୀତ ଦିନେ ପ୍ରତିଦିନ ବ୍ୟବହାର କରନ୍ତୁ ଅଦା,ବଢ଼ିଥାଏ ରୋଗ ପ୍ରତିରୋଧକ ଶକ୍ତି

2022-10-31 03:34:14
16231
Share:
Facebook
Twitter
E-Mail
WhatsApp
Telegram
ଶୀତ ଦିନେ ପ୍ରତିଦିନ ବ୍ୟବହାର କରନ୍ତୁ ଅଦା,ବଢ଼ିଥାଏ ରୋଗ ପ୍ରତିରୋଧକ ଶକ୍ତି

ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଇଥା’ନ୍ତି । କିଏ ଗରମ ପାଣି ପିଅନ୍ତି ତ ଆଉ କିଏ ନାଲି ଚାହା। ସେହିପରି ଅନେକ ଲୋକ ମେଡିସିନର ମଧ୍ୟ ସହାୟତା ନେଇଥାନ୍ତି । କିନ୍ତୁ ଶୀତ ଦିନେ ବିନା ଔଷଧରେ ବି ନିଜକୁ ରୋଗରୁ ରକ୍ଷା କରିପାରିବେ। ଶୀତ ଦିନେ ପ୍ରତିଦିନ ଅଦାକୁ ବ୍ୟବହାର କଲେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଦାକୁ କିଭଳି ବ୍ୟବହାର କରିବେ।ଶରୀରକୁ ଗରମ ରଖିବା ପାଇଁ ଘରେ ଘରେ କାଢ଼ା ତିଆରି ହୋଇଥାଏ। ଏହି କାଢ଼ାରେ ଅଦା ପକାଇ ସେବନ କରିବା  ଦ୍ୱାରା କାଢ଼ାର ସ୍ୱାଦ  ଦ୍ୱିଗୁଣିତ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।

ସାଧାରଣତଃ ବ୍ୟାୟମ କଲା ବେଳେ ମାଂସପେଶୀ ଟାଣି ହୋଇଯାଏ ଏବଂ ଅସହ୍ୟ ଯନ୍ତ୍ରଣା ହୁଏ। ଯଦି ନିୟମିତ ରୂପେ ଆପଣ ଅଦାରେ ତିଆରି କାଢ଼ା ପିଅନ୍ତି ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଥକାପଣ ମଧ୍ୟ ଦୂର ହୋଇଥାଏ। ଏଥିସହ ଅଦାରେ ତିଆରି କାଢ଼ା ଆମ ଶରୀରକୁ ସଂକ୍ରମଣରୁ ମଧ୍ୟ ରୋକିଥାଏ।
ଗର୍ଭବତୀ ମହିଳାଙ୍କ ପାଇଁ ଅଦା ଯାଦୁ ଭଳି କାମ କରେ। ସକାଳ ସମୟରେ ଗର୍ଭବତୀ ମହିଳା ଯଦି ବାନ୍ତି ଅନୁଭବ କରନ୍ତି ତେବେ ତାକୁ ଠିକ୍‌ କରିବା ପାଇଁ ଅଦାରେ ତିଆରି କାଢ଼ା ବେଶ ସହାୟକ ହୋଇଥାଏ।  ଅଦାରେ ଥିବା ରାସାୟନ ମସ୍ତିଷ୍କ ଏବଂ ନର୍ଭ ସିଷ୍ଟମ ଉପରେ ପ୍ରଭାବ ପକାଇ ବାନ୍ତିକୁ କମ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଅଦାରେ ଥିବା ଆଣ୍ଟି-ଆଲର୍ଜି ଗୁଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ କରିଥାଏ। ଏଥିସହ ଗୋଡ ହାତ ଫୁଲିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଅଦା। ଯଦି ପ୍ରତିଦିନ ଅଦାରେ ତିଆରି ଗୋଟେ କପ୍‌ କାଢ଼ା ପିଅନ୍ତି ତେବେ ଆପଣଙ୍କୁ ଅନେକ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।ପୁରାତନ କାଳରେ ଅଦାକୁ ହଜମ ଶକ୍ତି ବଢ଼ାଇବା ପାଇଁ ବ୍ୟବହାର କରାଯାଉଥିଲା।  ଏହା ପେଟର ଗ୍ୟାସ ସମସ୍ୟାକୁ  ଦୂର କରିବା ସହ ପେଟ ଫୁଲିବା ବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଅଦା ଫୁଡ ପଏଜନିଂ ଭଳି ଲକ୍ଷଣକୁ ମଧ୍ୟ ଦୂର କରିଥାଏ।ଅଦା ଆମ ରେସ୍ପିରେଟରୀ ସିଷ୍ଟମକୁ ଠିକ୍‌ ରଖିଥାଏ। ଅଦାରେ ତିଆରି କାଢ଼ା ପିଇବା ଦ୍ୱାରା ଆସ୍ଥମା ଏବଂ ରେସ୍ପିରେଟରୀ ସିଷ୍ଟମ ସହ ଜଡିତ ଅନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ  ପିଇବା ଦ୍ୱାରା ଏଞ୍ଜାଇମ ସକ୍ରିୟ ହୁଏ।

Powered by Froala Editor

Tags Zinger

Related articles Odisha News Lens 4.1

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
    ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14526
    Oct 03, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14450
    Oct 01, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14291
    Oct 01, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    16004
    Sep 30, 2025
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ

    14466
    Oct 03, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14037
    Sep 30, 2025
  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା
    ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14179
    Oct 03, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15320
    Oct 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14037
    Sep 30, 2025
  • ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    16004
    Sep 30, 2025
  • ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14179
    Oct 03, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16759
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16861
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17218
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15673
    Apr 03, 2021

ବିଶେଷ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14526
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15561
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14657
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15103
    Sep 29, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14249
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14047
    Sep 16, 2025
  • ଶସ୍ତା ହେଲା ସୁନା

    14375
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14948
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025
  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

    14775
    Oct 03, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ଜାଣନ୍ତୁ ?

    14450
    Oct 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In