Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

  • ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ...

  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ...

  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ...

  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ...

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ...

  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ...

  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

ରାଜ୍ୟ
Home ›› ରାଜ୍ୟ ››ଭାରସାମ୍ୟ ହରାଇ ଓଲଟିଲା ବସ୍, ୭ ଆହତ

ଭାରସାମ୍ୟ ହରାଇ ଓଲଟିଲା ବସ୍, ୭ ଆହତ

2022-10-09 04:10:25
14679
Share:
Facebook
Twitter
E-Mail
WhatsApp
Telegram
ଭାରସାମ୍ୟ ହରାଇ ଓଲଟିଲା ବସ୍, ୭ ଆହତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ଯାଜପୁର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ବସ୍‌ଟି ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ପହଞ୍ଚି  ସେମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ଯାତ୍ରୀମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ  ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Powered by Froala Editor

Tags Accident

Related articles Odisha News Lens 4.1

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି
    ଦେଶ-ଦେଶାନ୍ତର

    ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

    14619
    Oct 09, 2025
  • ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ
    ଦେଶ-ଦେଶାନ୍ତର

    ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ

    13843
    Oct 10, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ
    ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13897
    Oct 09, 2025
  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ
    ଦେଶ-ଦେଶାନ୍ତର

    ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ

    14334
    Oct 09, 2025
  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14547
    Oct 10, 2025
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

    15194
    Oct 10, 2025
  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା
    ଦେଶ-ଦେଶାନ୍ତର

    ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    15150
    Oct 09, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ
    ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    15108
    Oct 09, 2025
  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ
    ଦେଶ-ଦେଶାନ୍ତର

    ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

    14229
    Oct 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14547
    Oct 10, 2025
  • ଦେଶ-ଦେଶାନ୍ତର

    ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ

    14334
    Oct 09, 2025
  • ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    15108
    Oct 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17229
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15684
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15577
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13565
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14184
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14245
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15284
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14261
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14058
    Sep 16, 2025
  • ଶସ୍ତା ହେଲା ସୁନା

    14388
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14958
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14547
    Oct 10, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    15108
    Oct 09, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13897
    Oct 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In