Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ...

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ...

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

  • SAGO କ୍ଲବ୍ କୁ ସିଲ୍ କଲା ପ୍ରଶାସନ

  • Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ...

  • ଭାରତ-ଆମେରିକା କୃଷି ସହଯୋଗ ଇଫକୋ ...

  • ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ସଫଳ ...

  • ବଦଳିଲେ CBSE ଅଧ୍ୟକ୍ଷ ଓ ସଚିବ

  • ସତର୍କ : ଆସୁଛି ସୁପର-ଏଲନିନୋ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ...

ରାଜ୍ୟ
Home ›› ରାଜ୍ୟ ››ଘୂର୍ଣ୍ଣିବଳୟ ଘନୀଭୂତ: ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା

ଘୂର୍ଣ୍ଣିବଳୟ ଘନୀଭୂତ: ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା

2022-10-01 04:14:42
15264
Share:
Facebook
Twitter
E-Mail
WhatsApp
Telegram
ଘୂର୍ଣ୍ଣିବଳୟ ଘନୀଭୂତ: ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, : ବର୍ଷା ପ୍ରତିଦିନ ହେଉଛି । ଆଗକୁ ଆହୁରି ବଢ଼ିବ । ଏମିତିକି ଆସନ୍ତା ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ହୋଇପାରେ ।  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହେବ । ୬ରେ ଆନ୍ଧ୍ର ଦେଇ ଉତ୍ତର ପଶ୍ଚିମ ଦିଗରେ ଗୁଜରାଟ ଆଡ଼କୁ ଗତି କରିପାରେ ।

ଏହାର ପ୍ରଭାବରେ ୨ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ୱଳ୍ପ (୫ରୁ ୨୦ ମିମି) ବର୍ଷା ସମ୍ଭାବନା ଅଛି । ୩ ତାରିଖରେ ବର୍ଷା ବଢ଼ିବ । ୪ରୁ ୬ ତାରିଖ (ନବମୀରୁ ଭସାଣି) ପର୍ୟ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ପର୍ୟ୍ୟନ୍ତ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଓ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମହାନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଭଦ୍ରକ, ବାଲେଶ୍ୱର, ବାରିପଦାରେ ଭାରି ବର୍ଷା ସମ୍ଭାବନା ଅଛି । ୭ ଓ ୮ରେ ବିକ୍ଷିପ୍ତ ବର୍ଷା ହେବ । ଅକ୍ଟୋବର ୮ରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଛକୁ ଆହୁରି ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଫଳରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ (୧୨ରୁ ୧୫ ତାରିଖ) ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ଉପକୂଳରେ ହିଁ ଅଧିକ ବର୍ଷା ସମ୍ଭାବନା ଅଛି । 

Powered by Froala Editor

Tags Rain

Related articles Odisha News Lens 4.1

  • Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ହ୍ୟାକରଙ୍କୁ ଦେଇଦେଲା ଓବାମାଙ୍କ ଇନ୍‌ଷ୍ଟା ...
    ଦେଶ-ଦେଶାନ୍ତର

    Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ହ୍ୟାକରଙ୍କୁ ଦେଇଦେଲା ଓବାମାଙ୍କ ଇନ୍‌ଷ୍ଟା ...

    14073
    Jun 03, 2026
  • ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ...
    ଦେଶ-ଦେଶାନ୍ତର

    ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ...

    13815
    Jun 03, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା
    ବିଶେଷ

    ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14509
    Jun 03, 2026
  • ବଦଳିଲେ CBSE ଅଧ୍ୟକ୍ଷ ଓ ସଚିବ
    ଦେଶ-ଦେଶାନ୍ତର

    ବଦଳିଲେ CBSE ଅଧ୍ୟକ୍ଷ ଓ ସଚିବ

    13439
    Jun 03, 2026
  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ
    ଦେଶ-ଦେଶାନ୍ତର

    ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ

    13481
    Jun 03, 2026
  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’
    ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15623
    Jun 03, 2026
  • ସତର୍କ : ଆସୁଛି ସୁପର-ଏଲନିନୋ
    ଦେଶ-ଦେଶାନ୍ତର

    ସତର୍କ : ଆସୁଛି ସୁପର-ଏଲନିନୋ

    13688
    Jun 03, 2026
  • ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
    ଦେଶ-ଦେଶାନ୍ତର

    ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    14871
    Jun 03, 2026
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15441
    Jun 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15623
    Jun 03, 2026
  • ଦେଶ-ଦେଶାନ୍ତର

    Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ହ୍ୟାକରଙ୍କୁ ଦେଇଦେଲା ଓବାମାଙ୍କ ଇନ୍‌ଷ୍ଟା ପାସୱାର୍ଡ

    14073
    Jun 03, 2026
  • ଦେଶ-ଦେଶାନ୍ତର

    ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    14871
    Jun 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16903
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17521
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17571
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17958
    Sep 06, 2023

ବିଶେଷ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14509
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14561
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15199
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15269
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14875
    May 29, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15447
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15192
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15674
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14014
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15441
    Jun 03, 2026
  • SAGO କ୍ଲବ୍ କୁ ସିଲ୍ କଲା ପ୍ରଶାସନ

    14263
    Jun 03, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14509
    Jun 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In