ଆଶ ପାରେଖଙ୍କୁ ଦାଦାଶହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦାଶହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । ଏନେଇ ଦିଆଯିବ । ବଲିଉଡର ବର୍ଷିଆନ ଅଭିନେତ୍ରୀ ହେଉଛନ୍ତି ଆଶା ପାରେଖ ।
ପ୍ରମୁଖ ଫିଲ୍ମ ଦିଲ ଦେ କେ ଦେଖୋ, କୋରା କାଗଜ, କଟି ପତଙ୍ଗ, ତିସରି ମଞ୍ଜିଲ, କରାଭାରେ ବି ଖୁବ୍ ଚମକôାର ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ।
Powered by Froala Editor