Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, May 27, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ...

  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, ...

  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ...

  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା ...

  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ...

  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ ...

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ...

  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ...

  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ...

  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୧ରେ ଦେଶରେ ଲଞ୍ଚ୍‌ ହେବ ୫ଜି ସେବା

୧ରେ ଦେଶରେ ଲଞ୍ଚ୍‌ ହେବ ୫ଜି ସେବା

2022-09-25 02:03:11
14717
Share:
Facebook
Twitter
E-Mail
WhatsApp
Telegram
୧ରେ ଦେଶରେ ଲଞ୍ଚ୍‌ ହେବ ୫ଜି ସେବା

ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ସରକାରଙ୍କ ନ୍ୟାଶନାଲ ବ୍ରଡବ୍ୟାଣ୍ଡ ମିଶନ ଟ୍ୱିଟ କରି ଏହି ସୂଚନା ଦେଇଛି।

ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ବୈଷୟିକ ଫୋରମର ମାନ୍ୟତା ପାଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜନ ଟେଲିକମ୍ୟୁନିକେସନ ବିଭାଗ ଓ ସେଲୁଲାର ଅପରେସନ ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) ମିଳିତ ଭାବେ କରୁଛନ୍ତି।

୫ଜି ସେବା ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପ୍ରାଥମିକ ଅବସ୍ଥାରେ ମାତ୍ର କିଛି ହାତ ଗଣି ସହରରେ ଉପଲବ୍ଧ ହେବ। ସରକାର ଦେଶର ୮୦% ଅଞ୍ଚଳରେ ଯାଥାଶୀଘ୍ର ୫ଜି ଟେଲିକମ ସର୍ଭିସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଗତ ବୁଧବାର ଦିଲ୍ଲୀ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, “୫ଜିର ଯାତ୍ରା ଅତ୍ୟନ୍ତ ଉତ୍କଣ୍ଠା ଆଣିବ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ୪୦ରୁ ୫୦% ଅଞ୍ଚଳକୁ ୫ଜି ସେବା ପହଞ୍ଚାଇବା ପାଇଁ ଏକାଧିକ ବର୍ଷର ସମୟ ନେଇଥିଲେ। କିନ୍ତୁ ଆମେ ଖୁବ କମ ସମୟରେ ୮୦% ଅଞ୍ଚଳରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ”

ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ ଉପୁଜିଥିବା ସମସ୍ୟା ଏବଂ ସଂଶୟକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆମେରିକାରେ ଯାହା ବି ସମସ୍ୟା ରହିଛି ତାହା ଭାରତରେ ହେବ ନାହିଁ ବୋଲି ଅଧ୍ୟୟନ ପରେ ନିଜ ବୟାନରେ କହିଛି ଟେଲିକମ ମନ୍ତ୍ରଣାଳୟ। ଆଇଆଇଟିର ଅଧ୍ୟୟନ ଅନୁସାରେ ଗୋପିଂ କାରଣରୁ ଆମେରିକାରେ ହୋଇଥିବା ସମସ୍ୟା ଭାରତରେ ହେବ ନାହିଁ।

Powered by Froala Editor

Tags 5-G

Related articles Odisha News Lens 3.2

  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ
    ଦେଶ-ଦେଶାନ୍ତର

    ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14803
    May 27, 2023
  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14976
    May 27, 2023
  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ
    ଦେଶ-ଦେଶାନ୍ତର

    ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ

    15218
    May 27, 2023
  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’
    ମନୋରଞ୍ଜନ

    ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’

    14192
    May 27, 2023
  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ
    ଦେଶ-ଦେଶାନ୍ତର

    ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ

    14433
    May 28, 2023
  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

    15204
    May 27, 2023
  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...
    ବିଶେଷ

    ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15472
    May 27, 2023
  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ
    ଦେଶ-ଦେଶାନ୍ତର

    ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ

    15525
    May 27, 2023
  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍
    ମନୋରଞ୍ଜନ

    ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍

    14423
    May 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’

    14192
    May 27, 2023
  • ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14976
    May 27, 2023
  • ଦେଶ-ଦେଶାନ୍ତର

    ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ

    15218
    May 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15472
    May 27, 2023
  • ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

    13421
    May 27, 2023
  • ଆଇସକ୍ରିମ୍ ଖାଇବା ପରେ କେବେ ବି ପିଅନ୍ତୁନି ପାଣି

    14798
    May 27, 2023
  • ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲନ୍ତୁ, କମିଯିବ ହାର୍ଟ ଆଟାକ ଆଶଙ୍କା

    15864
    May 26, 2023
  • ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଦହି

    14415
    May 26, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18390
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19556
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19849
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19967
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ

    15525
    May 27, 2023
  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ

    14433
    May 28, 2023
  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

    15204
    May 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In