Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, October 04, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ...

  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ...

  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ...

  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ ...

  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ...

  • ନେପାଳଠୁ ଦିଲ୍ଲୀ ଥରିଲା

  • ବିହାର ଜାତି ସର୍ଭେ ମାମଲା ...

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ...

  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପ୍ରଥମ ଥର ଚିନୁକ୍ ହେଲିକପ୍ଟର ଉଡ଼ାଇବେ ମହିଳା ପାଇଲଟ୍

ପ୍ରଥମ ଥର ଚିନୁକ୍ ହେଲିକପ୍ଟର ଉଡ଼ାଇବେ ମହିଳା ପାଇଲଟ୍

2022-09-18 02:08:47
14465
Share:
Facebook
Twitter
E-Mail
WhatsApp
Telegram
ପ୍ରଥମ ଥର ଚିନୁକ୍ ହେଲିକପ୍ଟର ଉଡ଼ାଇବେ ମହିଳା ପାଇଲଟ୍

ପ୍ରଥମ ଥର ପାଇଁ ଚିନୁକ୍ ହେଲିକପ୍ଟର ଉଡ଼ାଇବାକୁ ଦୁଇଜଣ ମହିଳା ପାଇଲଟଙ୍କୁ ନିୟୋଜିତ କରାଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କ୍ୱାଡନ ଲିଡର ପାରୁଲ ଭରଦ୍ୱାଜ ଏବଂ ସ୍ଵାତି ରାଠୋର ଋଷ ଦ୍ୱାରା ନିର୍ମିତ ଏମଆଇ ୧୭ଭି୫ ହେଲିକପ୍ଟର ଉଡାଉଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଚଣ୍ଡିଗଡ଼ ଏବଂ ଆସାମର ମୋହନବାରୀରେ ଥିବା ଚିନୁକ୍ ୟୁନିଟକୁ ବଦଳି କରାଯାଇଛି । ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି ।

ବାୟୁସେନା ପାଖରେ ବର୍ତ୍ତମାନ ୧୫ଟି ଚିନୁକ୍ ହେଲିକପ୍ଟର ଥିବାବେଳେ ଏହି ବିମାନଟି ସ୍ୱତନ୍ତ୍ର । ଏହା ଯୁଦ୍ଧକ୍ଷେତ୍ରକୁ ଯୁଦ୍ଧାସ୍ତ୍ର ପରିବହନ ଏବଂ ସୈନ୍ୟଙ୍କୁ ନେବା ପାଇଁ ବ୍ୟବହୃତ ହୁଏ । ବାୟୁସେନା ଅଧିକାରୀଙ୍କ କହିବା ମୁତାବକ ଚିନୁକ୍ ହେଲିକପ୍ଟର ଚଳାଇବା ଅନ୍ୟ ହେଲିକପ୍ଟର ଉଡାଇବା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାକୁ ଅନ୍ୟ ହେଲିକପ୍ଟର ପରି ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଏହାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି ଚିନୁକ୍ ୟୁନିଟ୍ ଗୁଡିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତୀୟ ସୈନ୍ୟମାନଙ୍କୁ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ସୂଚନା ଥାଉ କି ଆମେରିକାରୁ ଚିନୁକ୍ ହେଲିକପ୍ଟର ମିଳିଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହା ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ।

Powered by Froala Editor

Tags helicopter

Related articles Odisha News Lens 3.2

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ
    ଖେଳ ଖବର

    ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14686
    Oct 04, 2023
  • ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13535
    Oct 03, 2023
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌
    ଦେଶ-ଦେଶାନ୍ତର

    ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌

    14214
    Oct 04, 2023
  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
    ଦେଶ-ଦେଶାନ୍ତର

    ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

    13838
    Oct 04, 2023
  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ
    ଦେଶ-ଦେଶାନ୍ତର

    ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13505
    Oct 03, 2023
  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...
    ଦେଶ-ଦେଶାନ୍ତର

    ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...

    14441
    Oct 03, 2023
  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା
    ଦେଶ-ଦେଶାନ୍ତର

    ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

    13977
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ
    ଦେଶ-ଦେଶାନ୍ତର

    ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13721
    Oct 04, 2023
  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର
    ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14055
    Oct 04, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌

    14214
    Oct 04, 2023
  • ଦେଶ-ଦେଶାନ୍ତର

    ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

    13838
    Oct 04, 2023
  • ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13535
    Oct 03, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15234
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15549
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14270
    Apr 03, 2021

ବିଶେଷ

  • ଖୁବ୍‌ ହାନିକାରକ ଲାଲ୍‌ ଲଙ୍କା

    15319
    Oct 03, 2023
  • ଏହି ଅଭ୍ୟାସ କାରଣରୁ ଦେଖାଯାଏ ହାଡ ଜନିତ ସମସ୍ୟା

    13933
    Oct 03, 2023
  • ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

    15389
    Oct 02, 2023
  • ଅଫିସରେ କରନ୍ତୁ ନାହିଁ ଏହି ଭୁଲ୍, ଜବ୍‌ ଉପରେ ପଡ଼ିବାରେ ପ୍ରଭାବ

    13661
    Oct 02, 2023
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14343
    Oct 01, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15007
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14331
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15777
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14147
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ଭାରତ

    14441
    Oct 03, 2023
  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14055
    Oct 04, 2023
  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14686
    Oct 04, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In