Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ...

  • ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ...

  • ଗୁରୁବାର ଆସୁଛନ୍ତି ପୁଟିନ୍, ସୁରକ୍ଷା ...

  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ...

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ...

  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ...

  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ ...

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଜା ବାଜିବ, ଉତ୍ସବ ହେବ କିନ୍ତୁ ବିବାହ ବିଚ୍ଛେଦର...

ବାଜା ବାଜିବ, ଉତ୍ସବ ହେବ କିନ୍ତୁ ବିବାହ ବିଚ୍ଛେଦର...

2022-09-11 19:24:34
15445
Share:
Facebook
Twitter
E-Mail
WhatsApp
Telegram
ବାଜା ବାଜିବ, ଉତ୍ସବ ହେବ କିନ୍ତୁ ବିବାହ ବିଚ୍ଛେଦର...

ବିବାହ ଉତ୍ସବରେ ଲୋକେ ଖୁସି ହୁଅନ୍ତି । ବନ୍ଧୁବାନ୍ଧବ, ପରଜନ ମାନଙ୍କ ମଧ୍ୟରେ ବରକନ୍ୟା ଉତ୍ସବ ମନାନ୍ତି । ହେଲେ ଏମିତି କଥା କେବେ ଶୁଣିନଥିଲେ । ଯେଉଁଠି ବିବାହ ବିଚ୍ଛେଦରେ ଊତ୍ସବ କରାଯାଉଛି । କିନ୍ତୁ ଏକଥା ସତ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅନୁଷ୍ଠିତ ହେବାକୁ ଯାଉଛି ଏଭଳି ଏକ କାର୍ଯ୍ୟକ୍ରମ ।

ଭୋପାଳରେ ‘ଭାଇ ୱେଲଫେୟାର ସୋସାଇଟି’ ସେପ୍ଟେମ୍ବର ୧୮ ତାରିଖ ଦିନ ବିବାହ ବିଚ୍ଛେଦ ସମାରୋହର ଆୟୋଜନ କରିବାକୁ ଯାଉଛି। ଯାହା ଠିକ ଏକ ବିବାହ ଉତ୍ସବ ଭଳି ହେବ। ଏଥିରେ ଏକ ବିବାହର ସମସ୍ତ ରିତି ରିବାଜର ପାଳନ ମଧ୍ୟ ହେବ। ଜୟମାଲା ବିସର୍ଜନ, ସଦବୁଦ୍ଧି ସୁଦ୍ଧିକରଣ ଯଜ୍ଞ, ବରଯାତ୍ରୀ, ବର ସଙ୍ଗୀତ ମାନବ ସମ୍ମାନରେ କାର୍ଯ୍ୟ କରିବା ପାଇଁ ସାତ ପାଦ ଓ ସାତ ପ୍ରତିଜ୍ଞା କରାଯିବ। ଉତ୍ସବରେ ଏଭଳି ଲୋକେ ସାମିଲ ହେବେ ଯେଉଁମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଏଥିଲାଗି ବିବାହ ଉତ୍ସବ ଭଳି ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ଏବେ ବଣ୍ଟା ଚାଲିଛି। ଏହା ଛଡା ମୁଖ୍ୟ ଅତିଥିଙ୍କ ଦ୍ୱାରା ବିବାହ ବିଚ୍ଛେଦ ହୋଇଥିବା ଲୋକଙ୍କୁ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।

ମହିଳାଙ୍କ ଲାଗି ଅନେକ ସଙ୍ଗଠନ ଅଛନ୍ତି। ତେବେ କୌଣସିଠାରେ ପୁରୁଷଙ୍କର ଶୁଣାଣି ହେଉନି। ଡିଭୋର୍ସ ବେଳେ ମଧ୍ୟ ପୁରୁଷକୁ ଅନେକ ଯନ୍ତ୍ରଣା ସହିବାକୁ ପଡୁଛି। ଏହି ସବୁ କଥାକୁ ଧ୍ୟାନରେ ରଖି ଏହା ନିଷ୍ପତ୍ତି ନିଆଯାଇଛି ବୋଲି ଭାଇ ୱେଲଫେୟାର ସୋସାଇଟିର ଅଧ୍ୟକ୍ଷ ଜକି ଅହମଦ କହିଛନ୍ତି।

Powered by Froala Editor

Tags marriage

Related articles Odisha News Lens 4.1

  •  ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍
    ବିଶେଷ

    ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    15201
    Dec 02, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
    ଦେଶ-ଦେଶାନ୍ତର

    ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    14200
    Dec 02, 2025
  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର
    ଦେଶ-ଦେଶାନ୍ତର

    ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14852
    Dec 02, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
    ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    14007
    Nov 30, 2025
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା
    ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14953
    Dec 02, 2025
  • ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଲେ ...
    ଦେଶ-ଦେଶାନ୍ତର

    ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଲେ ...

    15414
    Dec 03, 2025
  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି
    ଦେଶ-ଦେଶାନ୍ତର

    ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14394
    Dec 02, 2025
  • ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ

    14277
    Dec 03, 2025
  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି
    ଦେଶ-ଦେଶାନ୍ତର

    ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି

    14551
    Dec 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ

    14277
    Dec 03, 2025
  • ବିଶେଷ

    ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    15201
    Dec 02, 2025
  • ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    14007
    Nov 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16885
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16979
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17322
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15793
    Apr 03, 2021

ବିଶେଷ

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    15201
    Dec 02, 2025
  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    16113
    Nov 30, 2025
  • ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....

    14814
    Nov 29, 2025
  • ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ

    14347
    Nov 28, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    14094
    Nov 26, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14880
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14758
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14348
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13992
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14394
    Dec 02, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    14200
    Dec 02, 2025
  • ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ

    14277
    Dec 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In