Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ...

  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ...

  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ...

  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ...

  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ...

  • ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ...

  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ...

  • ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ...

ରାଜ୍ୟ
Home ›› ରାଜ୍ୟ ››ଆଜି ସ୍ୱାୟତ୍ତ ଶାସନ ଦିବସ

ଆଜି ସ୍ୱାୟତ୍ତ ଶାସନ ଦିବସ

2022-08-31 06:36:09
14430
Share:
Facebook
Twitter
E-Mail
WhatsApp
Telegram
ଆଜି ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ । ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଳନ ହେବ ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ କାର୍ୟ୍ୟାଳୟରେ ପତକା ଉତ୍ତୋଳନ କରିବା ସହ ଲୋକଙ୍କ ସେବା କରିବା ଦିଗରେ ଅଧିକ ସକ୍ରୀୟ ଭୂମିକା ନେବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। ୩ବର୍ଷ ପରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ୱାରା ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ।

୪ଦିନ ଧରି ଆୟୋଜିତ ହେବ ସ୍ୱାୟତ୍ତ ଶାସନ ଦିବସ । ଆଜି ପ୍ରଥମ ଦିନରେ ବିଏମସି ମୁଖ୍ୟ କାର୍ୟ୍ୟାଳୟ ପରିସରରେ ପତାକା ଉତ୍ତୋଳନ ପରେ ଚିକିତ୍ସାଳୟରେ ଓ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ କରାଯିବ। ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ଭୁବନେଶ୍ୱରର ସମସ୍ତ ୩ଜଣ ବିଧାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

ଆସନ୍ତାକାଲି ଓ ୨ତାରିଖରେ ବିଭିନ୍ନ ୱାର୍ଡରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ୟ୍ୟକ୍ରମ ରହିଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ପ୍ରକଳ୍ପ ଜରିଆରେ ରାଜଧାନୀବାସୀଙ୍କୁ ବିଏମସି ଭେଟି ଦେବାକୁ ଯୋଜନା ରଖିଛି । କାର୍ୟ୍ୟକ୍ରମରେ ୪ଜଣ ମନ୍ତ୍ରୀ ଓ ୩ଜଣ ବିଧାୟକ ସାମିଲ ହେବେ । ଏହାସହ ମେଗା ରକ୍ତଦାନ ଶିବିରର ଆୟୋଜନ ସହ ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଏମସି ପକ୍ଷରୁ କର୍ମଚାରୀ ଓ କର୍ପୋରେଟରଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

Powered by Froala Editor

Tags BMC

Related articles Odisha News Lens 4.1

  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ
    ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14743
    Apr 26, 2026
  • ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ପସନ୍ଦ କଲେ ୟୁଜର୍ସ
    ଦେଶ-ଦେଶାନ୍ତର

    ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ପସନ୍ଦ କଲେ ୟୁଜର୍ସ

    14857
    Apr 26, 2026
  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

    13864
    Apr 26, 2026
  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ
    ମନୋରଞ୍ଜନ

    ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

    13974
    Apr 26, 2026
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ
    ମନୋରଞ୍ଜନ

    ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14172
    Apr 26, 2026
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14720
    Apr 26, 2026
  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ

    13871
    Apr 26, 2026
  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    14872
    Apr 26, 2026
  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13477
    Apr 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ପସନ୍ଦ କଲେ ୟୁଜର୍ସ

    14857
    Apr 26, 2026
  • ମନୋରଞ୍ଜନ

    ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14172
    Apr 26, 2026
  • ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14743
    Apr 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14158
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14253
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13906
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14605
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13965
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15587
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13890
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    14872
    Apr 26, 2026
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14172
    Apr 26, 2026
  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

    13864
    Apr 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In