Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା

ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା

2022-08-13 07:33:33
15379
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ: ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ'  ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠାରୁ ଦେଶରେ ଆରମ୍ଭ ହୋଇଛି 'ହର ଘର ତ୍ରିରଙ୍ଗା'  ଅଭିଯାନ । ଆଜିଠାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଏହି ତିନି ଦିନ ପ୍ରତିଟି ଭାରତୀୟଙ୍କ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଘର ଉପରେ ତ୍ରିରଙ୍ଗା ଉଡ଼ିବା ନେଇ ‘ମନ କି ବାତ’ରେ କହିଥିଲେ ମୋଦି ।

ଏହି ଅଭିଯାନରେ ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସାମିଲ ହୋଇଥିବା ବେଳେ ପ୍ରତିଟି ସ୍ଥାନରେ ଆଜି ତ୍ରିରଙ୍ଗା ଉଡିବ । ପ୍ରଧାନମନ୍ତ୍ରୀଙ୍କ 'ହର ଘର ତ୍ରିରଙ୍ଗା' ଅଭିଯାନ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ସାମିଲ ହେବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଅନଲାଇନ ଓ ଅଫଲାଇନରେ ଜାତୀୟ ପତାକା  ବିକ୍ରି ଆରମ୍ଭ ହୋଇଥିଲା । ପ୍ରାୟ ୧୦ ଦିନ ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ୍ବ ଜାତୀୟ ପତାକା ବିକ୍ରି ହୋଇଥିବା ନେଇ ରାଷ୍ଟ୍ରୀୟ ଡାକ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।ଏହି ଅଭିଯାନରେ ସାରା ଦେଶରେ ୪.୨ ଲକ୍ଷ ଡାକ କର୍ମଚାରୀ ସାମିଲ୍‌ ହୋଇ ନିଜର ଦାୟିତ୍ବ ତୁଲାଉଛନ୍ତି । ଗାଁ, ସହର, ସୀମାରୁ ନେଇ ଆଦିବାସୀ ଆଦି ସମସ୍ତ ଅଞ୍ଚଳରେ ପତାକା ପହଞ୍ଚାଉଛି ଭାରତୀୟ ଡାକ । ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶଭକ୍ତି ଜାଗୃତ କରିବା ଏହି ଅଭିଯାନର ଲକ୍ଷ୍ୟ । ପ୍ରତିଟି ଭାରତୀୟଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ଲାଗି ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

Powered by Froala Editor

Tags National flag

Related articles Odisha News Lens 4.1

  • କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌
    ମନୋରଞ୍ଜନ

    କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌

    13406
    Jun 25, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...
    ବାଣିଜ୍ୟ

    ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...

    15066
    Jun 25, 2025
  • ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ

    14794
    Jun 25, 2025
  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା
    ଦେଶ-ଦେଶାନ୍ତର

    ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14254
    Jun 25, 2025
  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...
    ସଂସ୍କୃତି

    ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...

    15488
    Jun 25, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ
    ବିଶେଷ

    ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14613
    Jun 25, 2025
  • ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର
    ଦେଶ-ଦେଶାନ୍ତର

    ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର

    14455
    Jun 25, 2025
  •  ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14556
    Jun 25, 2025
  • ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ
    ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14286
    Jun 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14286
    Jun 25, 2025
  • ଦେଶ-ଦେଶାନ୍ତର

    ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ

    14794
    Jun 25, 2025
  • ମନୋରଞ୍ଜନ

    କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌

    13406
    Jun 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16708
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17019
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15510
    Apr 03, 2021

ବିଶେଷ

  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14613
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    15156
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15295
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    14313
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15949
    Jun 23, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15531
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15001
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14822
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14824
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14613
    Jun 25, 2025
  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    15488
    Jun 25, 2025
  • କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌

    13406
    Jun 25, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In