Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ...

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ...

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ...

  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ...

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ...

  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ...

  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ...

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଇଏଏସ୍‌ ପୂଜା ସିଙ୍ଘଲ ଗିରଫ

ଆଇଏଏସ୍‌ ପୂଜା ସିଙ୍ଘଲ ଗିରଫ

2022-05-11 19:21:55
16044
Share:
Facebook
Twitter
E-Mail
WhatsApp
Telegram
ଆଇଏଏସ୍‌ ପୂଜା ସିଙ୍ଘଲ ଗିରଫ

ମନରେଗା ପାଣ୍ଠି ହଡପ ସମେତ ଅନ୍ୟ ମନିଲଣ୍ଡ୍ରିଂ ଅଭିଯୋଗରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛନ୍ତି। ସେ ମନରେଗା ଅର୍ଥର ହେରଫର, ଆୟରୁ ଅଧିକ ସମ୍ପତ୍ତି ଠୁଳ ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲେ। ଏହାର ତଦନ୍ତ କରି ଆଜି ଇଡି ୨୦୦୦ ମସିହା ଆଇଏଏସ୍‌ ବ୍ୟାଚ୍‌ର ଅଫିସର ପୂଜାଙ୍କୁ ଗିରଫ କରିଛି।

ମେ’ ୬ ତାରିଖରେ ଇଡି ପୂଜା ସିଙ୍ଘଲଙ୍କ ଦୁଇ ସହଯୋଗୀଙ୍କ ଠାରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା। ମନେରଗା ଯୋଜାନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଘଟଣାରେ ଇଡି ସର୍ଚ୍ଚ ଅପରେସନ କରୁଥିବା ବେଳେ ମୋଟ ୧୯.୩୧ କୋଟି ଟଙ୍କା ଜବତ କରାଯାଇଥିଲା।

ଏହା ମଧ୍ୟରୁ ନଗଦ ୧୭ କୋଟି ଟଙ୍କା ପୂଜାଙ୍କ ଚାର୍ଟାର୍ଡା ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ଓ ବାକି ୧.୮ କୋଟି ଟଙ୍କା ଆଉ ଜଣେ ସହଯୋଗୀଙ୍କ ଠିକଣାରୁ ଜବତ କରାଯାଇଥିଲା। ଏହାପରେ ସୁମନ କୁମାରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ମନେରଗା ଯୋଗଜନାରେ ହୋଇଥିବା ୧୮ କୋଟି ଟଙ୍କାର ଦୁର୍ନୀତି ଘଟଣାର ଯାଞ୍ଚ କରୁଥିବା ଇଡି ଗତ ଶୁକ୍ରବାର ଝାରଖଣ୍ଡ ସମେତ ଆଉ ୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା।

ଏହାପୂର୍ବରୁ ଇଡି ତତ୍କାଳୀନ ସେକସନ ଅଫିସର ଓ କୁନ୍ତିର ଜୁନିୟର ଇଞ୍ଜିନିୟର ରାମ ବିନୋଦ ପ୍ରସାଦ ସିହ୍ନାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା। ଇଡି ତାଙ୍କୁ ଜେରା କରିବା ବେଳେ ମନେରଗା ଦୁର୍ନୀତିରେ ସାମିଲ ଥିବା କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏମାନଙ୍କ ମଧ୍ୟରେ ଆଇଏଏସ୍ ପୂଜାଙ୍କ ନାଁ ମଧ୍ୟ ରହିଥିଲା।

ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚରା କରାଯାଇଥିଲା। ଏହାପରେ ରାତିରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା। ଜେରା ବେଳେ ଇଡି ମନରେଗା ଅର୍ଥ ହେରଫେର ପଛରେ ତାଙ୍କର ହାତ ଥିବା ଜାଣିବାକୁ ପାଇଥିଲା। ଏଥିପାଇଁ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।


Powered by Froala Editor

Tags pooja

Related articles Odisha News Lens 4.1

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି
    ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15078
    May 10, 2025
  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ
    ଦେଶ-ଦେଶାନ୍ତର

    ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14594
    May 10, 2025
  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...

    14506
    May 10, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା
    ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15080
    May 10, 2025
  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର
    ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15464
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14046
    May 10, 2025
  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15531
    May 10, 2025
  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା
    ଦେଶ-ଦେଶାନ୍ତର

    ଭାରତ ସହମତ, ଯୁଦ୍ଧବିରତି ଘୋଷଣା

    15189
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ
    ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15150
    May 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15080
    May 10, 2025
  • ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15078
    May 10, 2025
  • ଦେଶ-ଦେଶାନ୍ତର

    ଭାରତ ସହମତ, ଯୁଦ୍ଧବିରତି ଘୋଷଣା

    15189
    May 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16880
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15430
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15080
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    14987
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14932
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14601
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14715
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16257
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13973
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14766
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15293
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14594
    May 10, 2025
  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15078
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14046
    May 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In