Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ...

ଖେଳ ଖବର
Home ›› ଖେଳ ଖବର ››୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅରୁଣ ଲାଲ, ବୁଲବୁଲଙ୍କ ସହ ପଡ଼ିଲା ହାତଗଣ୍ଠି

୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅରୁଣ ଲାଲ, ବୁଲବୁଲଙ୍କ ସହ ପଡ଼ିଲା ହାତଗଣ୍ଠି

2022-05-03 07:11:56
19396
Share:
Facebook
Twitter
E-Mail
WhatsApp
Telegram
୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅରୁଣ ଲାଲ, ବୁଲବୁଲଙ୍କ ସହ ପଡ଼ିଲା ହାତଗଣ୍ଠି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅରୁଣ ଲାଲ ୬୬ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି । ସେ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି । କୋଲକାତାସ୍ଥିତ ହୋଟେଲ୍ ପିୟରଲେସ୍ ଇନ୍‌ରେ ଗତ ରାତିରେ ଏକ ହାଇ ପ୍ରୋଫାଇଲ ରିସେପସନ ପାର୍ଟିରେ ଉଭୟ ନଜର ଆସିଥିଲେ ।

ଗ୍ରାଣ୍ଡ ପାର୍ଟିରେ ବୁଲବୁଲ ଏକ କ୍ରିମ୍ କଲର ଶାଢି ପିନ୍ଧିଥିବା ବେଳେ ତାହାକୁ ମ୍ୟାଚ କରି ଅରୁଣ ଲାଲ ଏକ ସେରୱାନୀ ସହ ଓଭରକୋଟ କ୍ୟାରି କରିଥିଲେ । ଉଭୟ ସାଥୀ ହୋଇ କେକ୍ କଟିଂ ସେରିମନି କରିବା ସହ ଫଟୋ ପୋଜ୍ ଦେଇଥିଲେ । ଉତ୍ସବରେ ବହୁ ନାମୀଦାମୀ ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ ସାଂସଦ ଡେରେକ ଓ ବ୍ରାୟନ ଓ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ ।

ଅରୁଣ ଲାଲଙ୍କ ପ୍ରଥମ ପତ୍ନୀ ରିନା ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କ ଅନୁମତି କ୍ରମେ ଅରୁଣ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଏବେ ଉଭୟଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ନବ ଦମ୍ପତିଙ୍କୁ ଫ୍ୟାନ୍‌ମାନେ ଢେର ସାରା ଶୁଭେଚ୍ଛା ଜଣାଉଛନ୍ତି ।

Powered by Froala Editor

Tags Arun lal second marriage

Related articles Odisha News Lens 4.1

  • ଦମ୍ପତିଙ୍କୁ କୋର୍ଟଙ୍କ ପରାମର୍ଶ, ଅତୀତକୁ ତିକ୍ତ ବଟିକା ପରି ଗିଳିଦିଅ ଏବଂ ଭବିଷ୍ୟତ ...
    ଦେଶ-ଦେଶାନ୍ତର

    ଦମ୍ପତିଙ୍କୁ କୋର୍ଟଙ୍କ ପରାମର୍ଶ, ଅତୀତକୁ ତିକ୍ତ ବଟିକା ପରି ଗିଳିଦିଅ ଏବଂ ଭବିଷ୍ୟତ ...

    14693
    May 27, 2025
  • ଏ ବର୍ଷ ଅଧିକ ବର୍ଷା, କୃଷି ପାଇଁ ଗୁରୁତ୍ବପୂର୍ଣ୍ଣ
    ଦେଶ-ଦେଶାନ୍ତର

    ଏ ବର୍ଷ ଅଧିକ ବର୍ଷା, କୃଷି ପାଇଁ ଗୁରୁତ୍ବପୂର୍ଣ୍ଣ

    15046
    May 27, 2025
  • ଗୁଲାମ ନବୀ ଆଜାଦ ଅସୁସ୍ଥ
    ଦେଶ-ଦେଶାନ୍ତର

    ଗୁଲାମ ନବୀ ଆଜାଦ ଅସୁସ୍ଥ

    15117
    May 27, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା
    ବିଶେଷ

    ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    14929
    May 28, 2025
  • ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା, ୧୮ ନକ୍ସଲଙ୍କ ଆତ୍ମସମର୍ପଣ
    ଦେଶ-ଦେଶାନ୍ତର

    ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା, ୧୮ ନକ୍ସଲଙ୍କ ଆତ୍ମସମର୍ପଣ

    14512
    May 27, 2025
  • ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ
    ଦେଶ-ଦେଶାନ୍ତର

    ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ

    14072
    May 27, 2025
  • ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ
    ଦେଶ-ଦେଶାନ୍ତର

    ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ

    15607
    May 27, 2025
  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...
    ବିଶେଷ

    ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    13883
    May 28, 2025
  • ଆୟକର ପୈଠ ଅବଧି ବୃଦ୍ଧି କଲେ ସରକାର
    ଦେଶ-ଦେଶାନ୍ତର

    ଆୟକର ପୈଠ ଅବଧି ବୃଦ୍ଧି କଲେ ସରକାର

    15350
    May 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ

    14072
    May 27, 2025
  • ଦେଶ-ଦେଶାନ୍ତର

    ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା, ୧୮ ନକ୍ସଲଙ୍କ ଆତ୍ମସମର୍ପଣ

    14512
    May 27, 2025
  • ଦେଶ-ଦେଶାନ୍ତର

    ୫ମ ପିଢ଼ିର ଯୁଦ୍ଧ ବିମାନ ତିଆରି ପାଇଁ ଭାରତକୁ ମିଳିଲା ମଞ୍ଜୁରୀ

    14909
    May 27, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16624
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16914
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15455
    Apr 03, 2021

ବିଶେଷ

  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    13883
    May 28, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    14929
    May 28, 2025
  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    14095
    May 26, 2025
  • ପିଲାଙ୍କ ସୋସିଆଲ ସ୍କିଲ୍‌ ବଢାଇବେ କେମିତି ଜାଣନ୍ତୁ ...

    14766
    May 26, 2025
  • ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ମନିପ୍ଲାଣ୍ଟ

    14690
    May 25, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16285
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13999
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14794
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15320
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା, ୧୮ ନକ୍ସଲଙ୍କ ଆତ୍ମସମର୍ପଣ

    14512
    May 27, 2025
  • ଆୟକର ପୈଠ ଅବଧି ବୃଦ୍ଧି କଲେ ସରକାର

    15350
    May 27, 2025
  • ଦମ୍ପତିଙ୍କୁ କୋର୍ଟଙ୍କ ପରାମର୍ଶ, ଅତୀତକୁ ତିକ୍ତ ବଟିକା ପରି ଗିଳିଦିଅ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କର

    14693
    May 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In