ଶାରୀରିକ ଗଠନରୁ ଜାଣନ୍ତୁ ନାରୀର ଚରିତ୍ର ଓ ସ୍ୱଭାବ
ଶାରୀରିକ ଗଠନରୁ ନାରୀର ଚରିତ୍ର ଓ ସ୍ୱଭାବ ଜାଣି ହୋଇଥାଏ । ଅତୀତରେ ନାରୀର ଶରୀର ଗଠନରୁ ହିଁ ପୁରୁଖା ଲୋକମାନେ ତାଙ୍କର ଚରିତ୍ର ଓ ସ୍ୱଭାବ ସମ୍ପର୍କରେ ଜାଣିପାରୁଥିଲେ । ହୁଏତ ଏହା ଶତ ପ୍ରତିଶତ ସତ ହୋଇନପାରେ କିନ୍ତୁ ଅନେକ କ୍ଷେତ୍ରରେ ତାହା ସତ ସାବ୍ୟସ୍ତ ହେବାର ନଜିର ରହିଛି । ଶାସ୍ତ୍ରରେ ମଧ୍ୟ ଏନେଇ ସବିଶେଷ ଭାବେ ଉଲ୍ଳେଖ ରହିଛି ।
ଯେଉଁ ନାରୀଙ୍କର ଲଲାଟରେ ତ୍ରିଶୁଳ ସଦୃଶ ରେଖାଥାଏ, ସେ ଦେବୀତୁଲ୍ୟ
ଯେଉଁ ନାରୀର ଗତି ହସପରି ସେ ସୁଲକ୍ଷଣା
ଯାହାର କଣ୍ଠସ୍ୱର ମଧୁର ସେ ଆଦରଣୀୟ
ଯାହାର ବାମ ଚକ୍ଷୁ କୋଇଲି ପରି ଛୋଟ ବା ଯିଏ ସୂର୍ଯ୍ୟଟେରି ସେ ଲକ୍ଷ୍ମୀସ୍ୱରୂପା
ଯାହାର ବାମ ଅଙ୍ଗ ପାଶ୍ୱର୍ରେ କଳାଯାଇ ମନ୍ଦା ଥାଏ, ତାଦ୍ୱାରା ଧନଜନ ବୃଦ୍ଧି ପାଏ
ଯାହାର ପାଦ ଚଉଡା ତାଙ୍କର ପୁରୁଷ ସୁଲଭତା ରହିଥାଏ
ଯାହାର ଏଡି ସୁନ୍ଦର, ସମାନ, ଗୋଲାକାର ସେ ସୌଭାଗ୍ୟବତୀ ।
ଯାହାର ପାଦଦେଶ ପଦ୍ମପାଖୁଡା ଭଳି ସେ ଗୁଣବତୀ
ଯାହାର ଡାହାଣ ପାଖ ଗୋଇଠି ଉଚ୍ଚ ଓ ମୋଟା ସେ ସୌଭାଗ୍ୟବତୀ ।
ଆଙ୍ଗୁଳିଗୁଡିକ କମଳ କଢି ପରି ହେଲେ ଭାଗ୍ୟବତୀ ହୋଇଥାଏ ।
Powered by Froala Editor