କୋଣାର୍କ ଟ୍ରେନ ଦୁର୍ଘଟଣା ଗ୍ରସ୍ତ, ୫ ମୃତ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ କୋଣାର୍କ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏମାନେ ଟ୍ରେନ୍ରୁ ଓହ୍ଲାଇ ଟ୍ରାକ୍ ପାର ହେବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।
ଆନ୍ଧ୍ରପ୍ରଦେଶର ଶିଗ୍ଡମ୍ ଷ୍ଟେସନରେ ନିକଟରେ ଏହି ଦୁର୍ଘଟଣା ଘଟିଛି । କୋଏମବାଟୁର-ଶିଲଚୁର ଏକ୍ସପ୍ରେସ୍ରୁ ଏହି ଯାତ୍ରୀମାନେ ଓହ୍ଲାଇ ଟ୍ରାକ୍ ପାର୍ ହେଉଥିଲେ ।
Powered by Froala Editor