Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ...

  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

ବିଶେଷ
Home ›› ବିଶେଷ ››କେମିତି ଗୁଗୁଲ ପାଖରେ ରହିଛି ଦୁନିଆର ସବୁ ପ୍ରଶ୍ନର ଉତ୍ତର

କେମିତି ଗୁଗୁଲ ପାଖରେ ରହିଛି ଦୁନିଆର ସବୁ ପ୍ରଶ୍ନର ଉତ୍ତର

2022-03-31 04:25:51
15843
Share:
Facebook
Twitter
E-Mail
WhatsApp
Telegram
କେମିତି ଗୁଗୁଲ ପାଖରେ ରହିଛି ଦୁନିଆର ସବୁ ପ୍ରଶ୍ନର ଉତ୍ତର


ଗୁଗଲକୁ କିଏ ବା ନଜାଣେ। ସର୍ଚ୍ଚ ଇଞ୍ଜିନ ପ୍ଲାଟଫର୍ମ ଗୁଗଲକୁ ସମସ୍ତେ ଜାଣନ୍ତି। ପିଲାଙ୍କ ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ନିଜର କୌଣସି ବି କନଫ୍ୟୁଜନକୁ ନେଇ ଗୁଗଲର ସହାୟତା ଲୋଡିଥାନ୍ତି। ଗୁଗଲ ପାଖରେ ସବୁ ବିଷୟର ଏବଂ ସବୁ ଟପିକ ବିଷୟରେ ସୂଚନା ରହିଛି। ତେଣିକି ତାହା କୌଣସି ଦେଶ ସହ ଜଡିତ ହୋଇଥାଉ ନା କାହିଁକି? ଆପଣଙ୍କ ମନକୁ ଆସୁଥିବା ପ୍ରତ୍ୟେକ ଅଜବ ଏବଂ ଅଦ୍ଭୁତ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗଲ। ଆପଣ ଏଣୁ ତେଣୁ ଯାହା ବି ମାରି ସର୍ଚ୍ଚ କରୁଛନ୍ତି ଗୁଗଲ ବହୁତ ସରଳ ତରିକାରେ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ। କିନ୍ତୁ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଗୁଗଲ ଆପଣଙ୍କ ସବୁ କନଫ୍ୟୁଜନକୁ କେମିତି ଚୁଟକିରେ ସଲଭ୍‌ କରିଦେଇପାରୁଛି? କଣ ଏମିତି ତାର ପାଓ୍ଵାର ରହିଛି ଯେ ତା ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଛି। କେବେ ଭାବିଛନ୍ତି ଏମିତି କେମିତି ସମ୍ଭବ ହୋଇପାରୁଛି। ଆସନ୍ତୁ ଜାଣିବା ଆପଣଙ୍କ ଏହି ପ୍ରଶ୍ନର ଉତ୍ତର।

ଗୁଗଲକୁ ଆପଣ ଯାହା ବି ପଚାରୁଛନ୍ତି,କୌଣସି ବି ବିଷୟକୁ ନେଇ ନିଜର କନଫ୍ୟୁଜନକୁ ଚୁଟକିରେ ସମାଧାନ କରିଦେଉଛି ଗୁଗଲ। କିନ୍ତୁ ମନକୁ ଥର ଏମିତି ପ୍ରଶ୍ନ ଆସେ ଗୁଗଲ ପାଖରେ ଆପଣଙ୍କ ସବୁ ପ୍ରଶ୍ନର ବିଲକୁଲ ସଠିକ ଉତ୍ତର କେମିତି ଆସୁଛି? ଯଦି ଆପଣଙ୍କ ମନକୁ ବି ଏମିତି ପ୍ରଶ୍ନ ଆସିଛି ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପ୍ରତ୍ୟେକ ପ୍ରଶ୍ନର ସଠିକ ଉତ୍ତର ଆପଣଙ୍କ ପାଖକୁ ପହଁଚାଇବା ପାଇଁ ଗୁଗଲ ମୋଟ ତିନିଟି ଷ୍ଟେପ୍ସକୁ ଫଲୋ କରିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି ତିନି ଷ୍ଟେପ୍ସ କଣ?

ପ୍ରଥମ ଷ୍ଟେପ୍‌ Crawling
ଆପଣଙ୍କ ସବୁ କନଫ୍ୟୁଜନର ସମାଧାନ ପାଇଁ ଗୁଗଲର ପ୍ରଥମ ଷ୍ଟେପ Crawling। ଆସନ୍ତୁ ଜାଣିବା ବାସ୍ତବରେ ଏହି କ୍ରାଉଲିଙ୍ଗ କଣ। ଯଦି ଏହା କାମ କେମିତି କରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିପାଇଁ Web Crawlers େଓ୍ଵବପେଜକୁ ଖୋଜଥାଏ ଏବଂ ତାପରେ ତାକୁ ଖୋଜି ସେଠାରେ ଦିଆଯାଇଥିବା ଲିଙ୍କକୁ ଫଲୋ କରିଥାଏ। ଏହିପରି ଭାବେ ଡାଟା ଏକାଠି କରାଯାଏ ଏବଂ ଏହାପରେ ସମସ୍ତ ଡାଟାକୁ ଗୁଗଲର ସର୍ଭରକୁ ଅଣାଯାଏ।

ଏହାପର ଷ୍ଟେପ ହେଉଛି Indexing
Crawling ପରେ ଯେଉଁ ଷ୍ଟେପ ଆସୁଛି ତାକୁ Indexing କୁହାଯାଏ। କ୍ରାଲର୍ସକୁ ଯେତେବେଳେ େଓ୍ଵବପେଜ ମିଳିଥାଏ ସେତେବେଳେ ଏହା ଚେକ କରାଯାଏ ଯେ ସେହି ପେଜରେ କଣ କଣ୍ଟେଣ୍ଟ ରହିଛି। ଏହା ଚେକ କରିବା ସମୟରେ ଅନେକ କିଛି କଥାକୁ ଧ୍ୟାନରେ ରଖିବାକୁ ପଡିଥାଏ। ଯେଉଁଥିରେ କିଓ୍ଵାଡର୍ସ, େଓ୍ଵବସାଇଟରେ କଣ ନୂଆ (ଯେମିତିକି କପି ପେଷ୍ଟ ହୋଇନଥିବ ତ)। ଏମିତି ହିଁ ସବୁ ବିବରଣୀକୁ ଚେକ କରାଯାଏ। ଏହି ସବୁ ଗୁଗଲର ସିଷ୍ଟମକୁ ଟ୍ରାକ କରିଥାଏ। ଯଦି ଏହି ସମୟରେ କୌଣସି ବି ଡୁପ୍ଲିକେଟ କଣ୍ଟେଣ୍ଟ ମିଳିଥାଏ ତାହେଲେ ସେହି ଡାଟାକୁ ହଟାଇ ଦିଆଯାଏ କିମ୍ବା କ୍ୟାନ୍ସଲ କରିଦିଆଯାଏ। ଏହାପରେ ଯେତେବେଳେ ଫାଇନାଲ ବିବରଣୀ ମିଳିଥାଏ ସେତେବେଳେ ଏହାକୁ Google Indexରେ ଷ୍ଟୋର କରିଦିଆଯାଏ ଏବଂ ଏହାର ଏକ ଡାଟାବେସ ତିଆରି କରାଯାଏ।

ଶେଷ ଷ୍ଟେପ ହେଉଛି Serving Result
ଆମ ପ୍ରଶ୍ନର ସଠିକ ଉତ୍ତର ଆମ ପାଖକୁ ଦେବା କାମ କରିଥାଏ ଏହି ଲାଷ୍ଟ ଷ୍ଟେପ। ଯେବେ ବି ଆମେ ଗୁଗଲରେ କିଛି ସର୍ଚ୍ଚ କରନ୍ତି ସେତେବେଳେ ଆମକୁ ସବୁ ପ୍ରଶ୍ନର ଉତ୍ତର ମିଳିଯାଏ। ଏମିତି ତ ଆପଣଙ୍କ ଜବାବ ଅନେକ କଥା ଉପରେ ନିର୍ଭର କରିଥାଏ କିନ୍ତ Crawling ଏବଂ ndexingପରେ ପେଜ, ପେଜ ରାଙ୍କରେ ସବୁଠାରୁ ଉପରେ ରହିଥାଏ ଏବଂ ତାହା ହିଁ ଆପଣଙ୍କ ସାମ୍ନାରେ ସବୁଠାରୁ ପ୍ରଥମେ ଦେଖାଯାଏ।

Powered by Froala Editor

Tags Google

Related articles Odisha News Lens 4.1

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14162
    Aug 23, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13990
    Aug 23, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15779
    Aug 22, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13832
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15098
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15343
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15454
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15707
    Aug 22, 2026
  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15587
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15098
    Aug 23, 2026
  • ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15343
    Aug 23, 2026
  • ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ

    15779
    Aug 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14712
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15515
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16046
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13967
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14992
    Aug 13, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14006
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15707
    Aug 22, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15454
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14162
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In