Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

  • କପିଲଙ୍କ କାଫେ ଉପରକୁ ଗୁଳି ମାଡ କଲେ ...

  • ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ ...

  • ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ...

  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

  • ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ...

  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ...

  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଉତରପ୍ରଦେଶ ଭୋଟ ଅପଡେଟ : ବିଜେପି ୧୫୦ ଓ ଏସପି ୮୨ ଆସନରେ ଆଗୁଆ

ଉତରପ୍ରଦେଶ ଭୋଟ ଅପଡେଟ : ବିଜେପି ୧୫୦ ଓ ଏସପି ୮୨ ଆସନରେ ଆଗୁଆ

2022-03-10 04:26:39
15314
Share:
Facebook
Twitter
E-Mail
WhatsApp
Telegram
ଉତରପ୍ରଦେଶ ଭୋଟ ଅପଡେଟ : ବିଜେପି ୧୫୦ ଓ ଏସପି ୮୨ ଆସନରେ ଆଗୁଆ

ନୂଆଦିଲ୍ଲୀ : ଉତରପ୍ରଦେଶରେ ବିଜେପି ୧୫୦ ଆସନରେ ଆଗୁଆ ଥିବାବେଳେ ଏସପି ୮୨ ଆସନରେ ଆଗୁଆ ରହିଛି  । ଯେତେବେଳେକି ବିଏସପି ୫, କଂଗ୍ରେସ ୩ ଓ ଅନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତି  ।

ଉତରପ୍ରଦେଶରେ ୪୦୩ ବିଧାନସଭା ଆସନ ରହିଛି  । ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ଆସନରେ ବାଜିମାତ କରିଥିବାବେଳେ ବହୁଜନ ସମାଜ ପାର୍ଟି ୧୯ ଆସନରେ ଜିତିଥିଲା  । ଯେତେବେଳେକି ସମାଜବାଦୀ ପାର୍ଟିକୁ ୪୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା  । ଭାରତୀୟ ଜାତୀୟ କଂଗ୍ରେସ ୭ ଆସନରେ ଜିତିଥିବାବେଳେ ସ୍ୱାଧୀନ ଭାବେ ୩ ଜଣ ଜିଣିଥିଲେ  । ଅପରପକ୍ଷରେ ରାଷ୍ଟ୍ରୀୟ ଲୋକ ଦଳକୁ ଗୋଟିଏ, ଅପନା ଦଳକୁ ୯ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟିକୁ ୪ ଓ ନିର୍ବଳ ଭାରତୀୟ ଶୋଷିତ ହମରା ଆମ ଦଳକୁ ଗୋଟିଏ ଆସନ ମିଳିଥିଲା  । ଭାରତୀୟ ଜନତା ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା  ।



Powered by Froala Editor

Tags Election

Related articles Odisha News Lens 4.1

  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

    15330
    Jul 10, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ
    ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14090
    Jul 11, 2025
  • କପିଲଙ୍କ କାଫେ ଉପରକୁ ଗୁଳି ମାଡ କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    କପିଲଙ୍କ କାଫେ ଉପରକୁ ଗୁଳି ମାଡ କଲେ ଦୁର୍ବୃତ୍ତ

    13661
    Jul 11, 2025
  •  ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା
    ଦେଶ-ଦେଶାନ୍ତର

    ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15654
    Jul 10, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
    ବିଶେଷ

    ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14250
    Jul 10, 2025
  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...
    ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...

    15802
    Jul 10, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ
    ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14630
    Jul 09, 2025
  • ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ
    ଦେଶ-ଦେଶାନ୍ତର

    ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ

    15302
    Jul 11, 2025
  • ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ
    ଦେଶ-ଦେଶାନ୍ତର

    ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ

    14100
    Jul 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ

    14100
    Jul 11, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା କରିଥିଲା ସ୍ଵାମୀ

    15802
    Jul 10, 2025
  • ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14090
    Jul 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16613
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16730
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17043
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15532
    Apr 03, 2021

ବିଶେଷ

  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14090
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14250
    Jul 10, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    14148
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    16270
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14773
    Jul 07, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15865
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16406
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14053
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15574
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    14654
    Jul 09, 2025
  • ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15654
    Jul 10, 2025
  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

    15330
    Jul 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In