Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସର୍ଟକଟ୍‌ ପ୍ରତି ସାବଧାନ ଓ ...

  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ ...

  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ...

  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ...

  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, ...

  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ...

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ...

  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅପରେସନ ଗଙ୍ଗା: ଆଉ ଫେରିଲେ ୧୫୪ ଭାରତୀୟ

ଅପରେସନ ଗଙ୍ଗା: ଆଉ ଫେରିଲେ ୧୫୪ ଭାରତୀୟ

2022-03-06 05:53:34
15573
Share:
Facebook
Twitter
E-Mail
WhatsApp
Telegram
ଅପରେସନ ଗଙ୍ଗା: ଆଉ ଫେରିଲେ ୧୫୪ ଭାରତୀୟ

ନୂଆଦିଲ୍ଲୀ: ଜୋରଦାର ଚାଲିଛି ଅପରେସନ ଗଙ୍ଗା । ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ( । ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଉ ୧୫୪ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି । ବିମାନଟି ଗତକାଲି ସ୍ଲୋଭାକିଆରୁ ଭାରତ ଅଭିମୁଖେ ଉଡାଣ ଭରିଥିଲା । ରବିବାର ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି । କେନ୍ଦ୍ର ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱାନାଥ ଖୁବା ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୟୁକ୍ରେନ ଫେରନ୍ତାଙ୍କୁ ସ୍ବାଗତ କରିଛନ୍ତି ।

ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଅପରେସନ ଗଙ୍ଗା ଜରିଆରେ ଏଯାବତ୍ ୧୩ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଛନ୍ତି । ଆଜି ଆଉ ୧୧ ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଭାରତକୁ ୧୫ଟି ବିମାନରେ ପ୍ରାୟ ୩,୦୦୦ ଭାରତୀୟ ଛାତ୍ରଛାତ୍ରୀ ଫେରିଥିଲେ । ଏବେ ବି ୟୁକ୍ରେନର ଅନେକ ସ୍ଥାନରେ ବହୁସଂଖ୍ୟକ ଭାରତୀୟ ଫସି ରହିଛନ୍ତି । ବିଶେଷକରି ସୁମିରେ ୮୦୦ ଭାରତୀୟ ଫସି ରହିଥିବାର ସୂଚନା ରହିଛି । ତେଣୁ ସେଠାରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା ପାଇଁ ଋଷିଆ ଓ ୟୁକ୍ରେନ ନିକଟରେ ଦାବି କରିଛନ୍ତି ଭାରତ ସରକାର ।

Powered by Froala Editor

Tags Operation ganga

Related articles Odisha News Lens 4.1

  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ
    ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14879
    Aug 12, 2026
  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର
    ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13687
    Aug 12, 2026
  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    15087
    Aug 11, 2026
  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି
    ଦେଶ-ଦେଶାନ୍ତର

    ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13532
    Aug 12, 2026
  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍
    ଦେଶ-ଦେଶାନ୍ତର

    ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍

    14267
    Aug 12, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି
    ଦେଶ-ଦେଶାନ୍ତର

    ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14109
    Aug 12, 2026
  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ
    ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    13945
    Aug 12, 2026
  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...
    ଦେଶ-ଦେଶାନ୍ତର

    ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...

    14799
    Aug 12, 2026
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି

    14713
    Aug 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13532
    Aug 12, 2026
  • ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13687
    Aug 12, 2026
  • ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14879
    Aug 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17025
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17638
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17688
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18088
    Sep 06, 2023

ବିଶେଷ

  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14280
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14290
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15873
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16289
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15142
    Jul 31, 2026

ବାଣିଜ୍ୟ

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା

ପୁରୀ : ଆଇଟିସିର ଆଶୀର୍ବାଦ ଅ ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15258
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14627
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14158
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14453
    Aug 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି

    14713
    Aug 11, 2026
  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦୀ

    14799
    Aug 12, 2026
  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ କୀଟ

    14655
    Aug 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In