Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

  • ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ...

  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

Home ›› ››ରାଜ୍ୟରେ ଖାଇବା ତେଲର ଅଭାବ: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଖାଇବା ତେଲର ଅଭାବ: ଯୋଗାଣ ମନ୍ତ୍ରୀ

2022-03-04 07:24:53
13924
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ ଖାଇବା ତେଲର ଅଭାବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:  ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘମାଘୋଟା ଯୁଦ୍ଧ ପାଇଁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତୈଳ ଦର । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସୂର୍ୟ୍ୟମୁଖୀ ଓ ପାମୋଲିନ୍ ତେଲର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁଁ ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବଢ଼ିଛି । ସେହିପରି ସନଫ୍ଲାଓ୍ୱାର ତେଲ ବି ଆକାଶ ଛୁଆଁ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଯେତିକି  ତୈଳ ଗଚ୍ଛିତ ରହିଛି ତାହା ସପ୍ତାହକ ମଧ୍ୟରେ ସରିଯିବ । ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୮୦% ସୂର୍ୟ୍ୟମୁଖୀ ତେଲ ୟୁକ୍ରେନ ଓ ଋଷରୁ ଆମଦାନୀ ହୋଇଥାଏ । ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଓ ଦରବୃଦ୍ଧିର ସମ୍ଭାବନା ଅଛି । କେନ୍ଦ୍ର ଆମଦାନୀ ଓ ଅନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ । ନଚେତ ଦରବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଭାରତରେ ବାର୍ଷିକ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ସୂର୍ୟ୍ୟମୁଖୀ ତେଲ ଭାରତ ୟୁକ୍ରେନରୁ ଆମଦାନୀ କରିଥାଏ । ଯୁଦ୍ଧ ଲାଗି ରହିଥିବାରୁ ଯୁକ୍ରେନରୁ ତେଲ ଆସିବା ବନ୍ଦ ହୋଇଛି । ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲର ଚାହିଦା ଥିବାବେଳେ, ସେଥିରୁ ୨୫ ପ୍ରତିଶତ ସୂର୍ୟ୍ୟମୁଖୀ ତେଲ ଲୋକେ ବ୍ୟବହାର କରିଥାନ୍ତି ।

ଅନ୍ୟପଟେ ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୋରା ବେପାର ଓ ଅତ୍ୟଧିକ ମୂଲ୍ୟବୃଦ୍ଧି ରୋକିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ବିଦେଶରୁ ତୈଳ ଆମଦାନୀ ନହୁଏ ତାହାଲେ ସ୍ଥିତି ସଙ୍ଗୀନ ହେବ । ଏଭଳି ସ୍ଥିତିରେ ପଦକ୍ଷେପ ନିଆନଗଲେ ଆସନ୍ତା ସପ୍ତାହକ ମଧ୍ୟରେ ତେଲ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

Powered by Froala Editor

Tags Oil

Related articles Odisha News Lens 4.1

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15630
    Jun 08, 2026
  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14950
    Jun 07, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ
    ଦେଶ-ଦେଶାନ୍ତର

    ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    14080
    Jun 08, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13793
    Jun 08, 2026
  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ

    15449
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13936
    Jun 08, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14837
    Jun 08, 2026
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14963
    Jun 08, 2026
  •  ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...

    15041
    Jun 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14837
    Jun 08, 2026
  • ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15630
    Jun 08, 2026
  • ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13936
    Jun 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16914
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17530
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17579
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17969
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14044
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13991
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14917
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14782
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15321
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15456
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15199
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15685
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14024
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14950
    Jun 07, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13793
    Jun 08, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    14080
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In