Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ...

  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ...

  • ରାତିରେ ବୁଲିବାକୁ ଦେଉନଥିଲେ ଶଶୁର, ଚାକର ...

  • ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ ...

  • ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ...

  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ...

  • ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ...

  • ବିମାନ ଲ୍ୟାଣ୍ଡିଂ ବେଳେ ...

  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

  • ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଋଷ ତାର ପରିଣାମ ଭୋଗିବ:ବାଇଡେନ୍

ଋଷ ତାର ପରିଣାମ ଭୋଗିବ:ବାଇଡେନ୍

2022-02-24 07:19:15
15915
Share:
Facebook
Twitter
E-Mail
WhatsApp
Telegram
ଋଷ ତାର ପରିଣାମ ଭୋଗିବ:ବାଇଡେନ୍

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ ।  ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି ।  କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି ।  ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି ।

ତେବେ ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁରା ସ୍ଥିତି ଉପରେ ଆମେରିକା ନଜର ରଖିଛି ଏବଂ ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଆଜି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।

ଏହା ସହିତ ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସହଯୋଗୀ ଦେଶ ମାନଙ୍କ ସହିତ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍‌ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ।
ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି।

Powered by Froala Editor

Tags War

Related articles Odisha News Lens 4.1

  • ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱାଙ୍କ ଦେହାନ୍ତ

    14902
    Sep 08, 2026
  •   ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...

    14465
    Sep 07, 2026
  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
    ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13695
    Sep 07, 2026
  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

    15529
    Sep 07, 2026
  • ରାତିରେ ବୁଲିବାକୁ ଦେଉନଥିଲେ ଶଶୁର, ଚାକର ହାତରେ ବୋହୂ ନେଇଗଲା ଜୀବନ
    ଦେଶ-ଦେଶାନ୍ତର

    ରାତିରେ ବୁଲିବାକୁ ଦେଉନଥିଲେ ଶଶୁର, ଚାକର ହାତରେ ବୋହୂ ନେଇଗଲା ଜୀବନ

    14403
    Sep 08, 2026
  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ...
    ଦେଶ-ଦେଶାନ୍ତର

    ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ...

    13890
    Sep 08, 2026
  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ
    ଦେଶ-ଦେଶାନ୍ତର

    ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ

    14674
    Sep 08, 2026
  • ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ
    ଦେଶ-ଦେଶାନ୍ତର

    ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ

    14105
    Sep 07, 2026
  • ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ବାପା, ଖୁସିରେ ଝୁମିଲା ଝିଅ
    ଦେଶ-ଦେଶାନ୍ତର

    ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ବାପା, ଖୁସିରେ ଝୁମିଲା ଝିଅ

    13650
    Sep 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ

    14246
    Sep 07, 2026
  • ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13695
    Sep 07, 2026
  • ଦେଶ-ଦେଶାନ୍ତର

    ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ଅଧିକାରୀ

    13890
    Sep 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17083
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17748
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17750
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18154
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14478
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13802
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14609
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14914
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14864
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14981
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14075
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14598
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15465
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ଶୁଣାଣି

    14465
    Sep 07, 2026
  • ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ

    14105
    Sep 07, 2026
  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ଅଧିକାରୀ

    13890
    Sep 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In