Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ...

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ...

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଚଢ଼ଉ : ବର ଓ କନ୍ୟାକୁ ଗିରଫ ନିର୍ଦ୍ଦେଶ ଦେଲେ, ପଣ୍ଡିତଙ୍କୁ ଚାପୁଡା ମାରିଲେ

ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଚଢ଼ଉ : ବର ଓ କନ୍ୟାକୁ ଗିରଫ ନିର୍ଦ୍ଦେଶ ଦେଲେ, ପଣ୍ଡିତଙ୍କୁ ଚାପୁଡା ମାରିଲେ

2021-04-28 12:36:35
14000
Share:
Facebook
Twitter
E-Mail
WhatsApp
Telegram
ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଚଢ଼ଉ : ବର ଓ କନ୍ୟାକୁ ଗିରଫ ନିର୍ଦ୍ଦେଶ ଦେଲେ, ପଣ୍ଡିତଙ୍କୁ ଚାପୁଡା ମାରିଲେ

କର୍ଫ୍ୟୁବେଳେ ଚାଲିଥିଲା ବିବାହ । ସେ ପୁଣି ଶହ ଶହ ଅତିଥିଙ୍କୁ ନେଇ ଧୁମଧାମରେ ହୋଇଥିଲା ଆୟୋଜନ । ନା କରୋନାର ଭୟ ଥିଲା ନା ପ୍ରଶାସନିକ କଟକଣାର । ବାସ୍ ଏତିକି ଖବର ପହଞ୍ଚିଥିଲା ଜିଲ୍ଲାପାଳଙ୍କ କାନରେ । ତାପରେ ଜିଲ୍ଲାପାଳ ପହଞ୍ଚି ଏମିତି କାର୍ଯ୍ୟାନୁଷ୍ଠାନ ନେଲେଯେ, ସମସ୍ତେ ଦେଖି ଥରହର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ହେଉଛି ତ୍ରିପୁରା ଅଗରତାଲାର । 

ଘଟଣା 26 ଏପ୍ରିଲ ରାତିରେ ଘଟିଛି। ଜିଲ୍ଲାପାଳ ଶୈଳେଶ ଯାଦବ କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ସହରରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ରାତି 10ଟା ବେଳେ ସେ ଏକ ବିବାହ ଉତ୍ସବ ଧୁମଧାମରେ ହେଉଥିବା ଖବର ପାଇ ପହଞ୍ଚିଥିଲେ । ସେଠି କରୋନା କଟକଣା ଉଲଙ୍ଘନ ହେଉଥିବା ଦେଖି ସେ ରାଗିଯାଇଥିଲେ। 

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜିଲ୍ଲାପାଳ ଯେତେବେଳେ ମ୍ୟାରେଜ ହଲ ଭିତରକୁ ପ୍ରବେଶ କରୁଛନ୍ତି ଜଣେ ମହିଳା ତାଙ୍କୁ ପରମିଶନ ଲେଟର ଦେଖାଉଛନ୍ତି। ହେଲେ ଜିଲ୍ଲାପାଳ କିଛି ଶୁଣୁନାହାନ୍ତି ଏବଂ ସେ ସେହି ଲେଟରଟିକୁ ଚିରି ଫୋପାଡ଼ିଦେଉଛନ୍ତି। ସେ କହୁଛନ୍ତି ଯେ ରାତି 10ଟା ପରେ ବାହାଘର ପାଇଁ ଅନୁମତି ନାହିଁ।  ବର, ପରିବାର ବର୍ଗ, ବୃଦ୍ଧ, ମହିଳା ଯଏ ବି ତାଙ୍କ ସାମ୍ନାକୁ ଆସିଲେ ସେ ସମସ୍ତଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ସେ ବର ଓ କନ୍ୟାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯିଏ ବି ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ସେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ଜିଲ୍ଲାପାଳଙ୍କ ତାଗିଦକୁ ନେଇ ପଣ୍ଡିତ ଆପତ୍ତି କରିବାରୁ ପଣ୍ଡିତଙ୍କୁ ଚାପୁଡ଼ା ମାରିଛନ୍ତି ଜିଲ୍ଲାପାଳ । 

ଜିଲ୍ଲାପାଳ ଏହା ପରେ ମଣ୍ଡପକୁ ସିଲ କରିଥିଲେ ।  ଅବଶ୍ୟ ପରେ ନିଜର ଏଭଳି ବ୍ୟବହାର ପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣା ପରେ ରାଜ୍ୟ ବିଜେପିର କିଛି ବିଧାୟକ କହିଛନ୍ତି ଯେ ଜିଲ୍ଲାପାଳ ଜଣେ ବୃଦ୍ଧ ପଣ୍ଡିତଙ୍କୁ ମାଡ ମାରିବା ଠିକ ହୋଇନାହିଁ । ବର-କନ୍ୟା ଓ ତାଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର ଜଣେ ଜିଲ୍ଲାପାଳଙ୍କୁ ଶୋଭା ଦିଏ ନାହିଁ ବୋଲି ସେମାନେ ଦାବି କରିଛନ୍ତି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଜଲ୍ଲାପାଳ ଶୈଳେଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଦୁଇଜଣ ସାଂସଦଙ୍କ ଏକ କମିଟି ଗଠନ କରିଛନ୍ତି। ପଶ୍ଚିମ ତ୍ରିପୁରା ସାଂସଦ ତଥା ବିଜେପି ନେତା ପ୍ରତୀମା ଭୋମିକ କହିଛନ୍ତି ଯେ ସେ ବରର ସମ୍ପର୍କୀୟଙ୍କୁ ଦେଖା କରିବେ ଏବଂ ସେମାନଙ୍କଠାରୁ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରିବେ।

Powered by Froala Editor

Tags tripura 44

Related articles Odisha News Lens 4.1

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14203
    Apr 11, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15314
    Apr 10, 2026
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍
    ଦେଶ-ଦେଶାନ୍ତର

    ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15248
    Apr 11, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15327
    Apr 11, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    14986
    Apr 10, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14527
    Apr 10, 2026
  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14479
    Apr 11, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15501
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15417
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    14986
    Apr 10, 2026
  • ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15314
    Apr 10, 2026
  • ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14203
    Apr 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17411
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17468
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17821
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16297
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14203
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15451
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14307
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14590
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15750
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15323
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15053
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15557
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13854
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15314
    Apr 10, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15501
    Apr 10, 2026
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15248
    Apr 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In