Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ...

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ...

  • ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ...

  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ ...

  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ...

  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ ...

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

Home ›› ››ତାମିଲନାଡୁ ଓ କର୍ଣ୍ଣାଟକରେ ଭୂକମ୍ପ

ତାମିଲନାଡୁ ଓ କର୍ଣ୍ଣାଟକରେ ଭୂକମ୍ପ

2021-12-23 18:02:58
14493
Share:
Facebook
Twitter
E-Mail
WhatsApp
Telegram
ତାମିଲନାଡୁ ଓ କର୍ଣ୍ଣାଟକରେ ଭୂକମ୍ପ

ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।  ଭେଲ୍ଲୋର ଠାରୁ ୫୦ କିଲୋମିଟର ନୂର ପଶ୍ଚିମ-ଉତ୍ତର ଅଞ୍ଚଳରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।  ସେହିପରି କର୍ଣ୍ଣାଟକ ମଧ୍ୟ ଭୂକମ୍ପ ହୋଇଛି। କର୍ଣ୍ଣାଟକରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। କର୍ଣ୍ଣାଟକର ଚିକ୍କବାଲାପୁରାରେ ମଧ୍ୟାହ୍ନ ୨ଟା ୧୬ ରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୮କିଲୋମିଟର ବୋଲି କୁହାଯାଉଛି। ତେବେ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଗତକାଲି ମଧ୍ୟ କର୍ଣ୍ଣାଟକରେ ଲାଗାତର ଦୁଇଥର ଭୂକମ୍ପ ହୋଇଥିଲା। ବୁଧବାର ସକାଳ ୭ଟା୧୦ ମିନିଟ୍‌ରେ ପ୍ରଥମ ଭୂକମ୍ପ ହୋଇଥିବା ବେଳେ ୭ଟା ୧୫ ମିନିଟ୍‌ରେ ଦ୍ୱିତୀୟ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Powered by Froala Editor

Tags earthquake

Related articles Odisha News Lens 4.1

  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ
    ମନୋରଞ୍ଜନ

    ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

    14341
    Apr 07, 2026
  • ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଲେ ମୋଦୀ

    14176
    Apr 07, 2026
  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13750
    Apr 07, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    13994
    Apr 07, 2026
  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15360
    Apr 06, 2026
  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?
    ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15388
    Apr 07, 2026
  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ
    ଦେଶ-ଦେଶାନ୍ତର

    ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ

    14101
    Apr 07, 2026
  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13609
    Apr 07, 2026
  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା
    ଦେଶ-ଦେଶାନ୍ତର

    ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

    14420
    Apr 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13609
    Apr 07, 2026
  • ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15290
    Apr 06, 2026
  • ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13750
    Apr 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15290
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14112
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15456
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14664
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16063
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦୁଇ କଲେଜକୁ ବୋମା ଧମକ

    15360
    Apr 06, 2026
  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13609
    Apr 07, 2026
  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

    14341
    Apr 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In