Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ...

ରାଜ୍ୟ
Home ›› ରାଜ୍ୟ ››ବିଜେପିର ରାଜ୍ୟ କୋର କମିଟିରେ ବାଦ୍ ପଡିଲେ ଅପରାଜିତା ଓ ସଙ୍ଗୀତା

ବିଜେପିର ରାଜ୍ୟ କୋର କମିଟିରେ ବାଦ୍ ପଡିଲେ ଅପରାଜିତା ଓ ସଙ୍ଗୀତା

2021-11-30 06:56:17
15236
Share:
Facebook
Twitter
E-Mail
WhatsApp
Telegram
ବିଜେପିର ରାଜ୍ୟ କୋର କମିଟିରେ ବାଦ୍ ପଡିଲେ ଅପରାଜିତା ଓ ସଙ୍ଗୀତା

ଭୁବନେଶ୍ୱର: ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ କୋର କମିଟି ଘୋଷଣା ହୋଇଛି । ଏହି କମିଟିରେ ମୋଟ୍ ୧୭ଜଣ ସ୍ଥାନ ପାଇଥିବାବେଳେ ଏଥିରେ ରାଜ୍ୟ ପ୍ରଭାରୀ ଡ.ପୁରନେ୍ଦଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ରାଜ୍ୟ କୋର କମିଟିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସମ୍ପାଦିକା ସୁରମା ପାଢ଼ୀ ପ୍ରମୁଖ ସ୍ଥାନ ପାଇଛନ୍ତି । 


ହେଲେ ଏହି ତାଲିକାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ନପାଇବା ଚକିତ କରିଛି । ଅପରାଜିତା ଏବେ ସାରା ରାଜ୍ୟରେ ଶୋଭାଯାତ୍ରା, ସଭା କରୁଥିବାବେଳେ ତାଙ୍କୁ ରାଜ୍ୟ କୋର କମିଟିରୁ ବାଦ ଦେବା ପଛରେ କାହାର ଭୂମିକା ଅଛି ତାହାକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ବଲାଙ୍ଗୀରରୁ ୪ଥର ସାଂସଦ ହୋଇଥିବା ସଙ୍ଗୀତାଙ୍କୁ ବି କାହିଁକି ଏଥିରୁ ବାଦ ଦିଆଗଲା ତାହା ସ୍ପଷ୍ଟ ହୋଇନି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ସଙ୍ଗୀତାଙ୍କ ସ୍ୱାମୀ କନକବର୍ଦ୍ଧନ କୋର କମିଟିରେ ଥିବାରୁ ଅନ୍ୟ ନେତାଙ୍କୁ ସାମିଲ କରିବା ପାଇଁ ସଙ୍ଗୀତାଙ୍କୁ ବାଦ ଦିଆଯାଇଛି । ହେଲେ ଅପରାଜିତାଙ୍କୁ କେଉଁ ସମୀକରଣରେ ବାଦ ଦିଆଯାଇଛି ତାହା ସେ କହିନାହାନ୍ତି ।

Powered by Froala Editor

Tags Bjp

Related articles Odisha News Lens 4.1

  • ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ
    ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14412
    Jun 15, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ,  ବର୍ତ୍ତିଗଲେ ୨୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14366
    Jun 16, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ
    ବିଶେଷ

    ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15493
    Jun 16, 2025
  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14299
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ
    ବିଶେଷ

    ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14171
    Jun 16, 2025
  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ
    ଦେଶ-ଦେଶାନ୍ତର

    ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    13933
    Jun 15, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ
    ଦେଶ-ଦେଶାନ୍ତର

    ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13422
    Jun 16, 2025
  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ
    ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    14497
    Jun 16, 2025
  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ
    ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    13701
    Jun 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14412
    Jun 15, 2025
  • ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14366
    Jun 16, 2025
  • ଦେଶ-ଦେଶାନ୍ତର

    ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    13933
    Jun 15, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16965
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15491
    Apr 03, 2021

ବିଶେଷ

  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15493
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14171
    Jun 16, 2025
  • କେଶ ଝଡ଼ିବା କମାଇବ ଯୋଗ

    14551
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14589
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15650
    Jun 11, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14481
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14033
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    13933
    Jun 15, 2025
  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    13701
    Jun 16, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14366
    Jun 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In