ପଥର ବ୍ଲାଷ୍ଟିଂ, ଅଟକିଛି ତପସ୍ୱିନୀ ଏକ୍ସପ୍ରେସ୍
ଟିଟିଲାଗଡ: ଘଣ୍ଟାଏ ହେଲା ଅଟକିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟିଟିଲାଗଡ ସିକେର ଷ୍ଟେସନ ମଝିରେ ଘଣ୍ଟାଏ ହେଲା ତପସ୍ୱନୀ ଏକ୍ସପ୍ରେସ୍ ଅଟକି ରହିଛି । ସୂଚନା ଅନୁସାରେ ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରିକ୍ ତାର ଛିଡିଯାଇଥିବାରୁ ତପସ୍ୱିନୀ ଦୀର୍ଘ ସମୟ ହେଲା ତପସ୍ୱିନୀ ଅଟକି ରହିଛି ।
ଏକ ଘରୋଇ କମ୍ପାନୀରୁ ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରିକ୍ ତାର ଛିଡିଥିବା ସୂଚନା ମିଳିଛି । ଦୀର୍ଘ ସମୟରେ ଧରି ଅଟକି ରହିଥିବାରୁ ବିଭିନ୍ନ କାମରେ ବାହାରିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।
Powered by Froala Editor