Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଲା ଟୀକାକରଣ

ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଲା ଟୀକାକରଣ

2021-10-21 09:14:11
15841
Share:
Facebook
Twitter
E-Mail
WhatsApp
Telegram
ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଲା ଟୀକାକରଣ

ନୂଆଦିଲ୍ଲୀ: ଟୀକାକରଣରେ ଇତିହାସ ରଚିଲା ଭାରତ । ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଲା ଟୀକାକରଣ । କୋରୋନା ବିରୋଧି ଲଢେଇରେ ଭାରତ ମାଇଲଖୁଣ୍ଟ ସ୍ଥାପନ କରିଛି । ଆଜି ଦେଶରେ ୧୦୦ କୋଟି ପାର୍ କରିଛି ଟୀକାକରଣ । ଭାରତର ଏହି ବିରଳ ରେକର୍ଡ ସହ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବାକୁ ସମଗ୍ର ଦେଶରେ ଆୟୋଜିତ ହେବ ସ୍ବତନ୍ତ୍ର ଉତ୍ସବ ।

ଏହି ଅବସରରେ ଆଜି ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଏକ ବଡ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବେ ।ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଲାଲକିଲ୍ଲା ଠାରେ ଗୀତିକାର କୈଳାସ ଖେରଙ୍କ ଦ୍ବାରା ପ୍ରସ୍ତୁତ ଗୀତ ଏବଂ ଏକ ଅଡିଓ ଭିଜୁଆଲ ଲଞ୍ଚ କରିବେ । ଉଲ୍ଲେଖଯୋଗ୍ୟ, ୧୬ ଜାନୁୟାରୀରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଟୀକାକରଣ ଅଭିଯାନ । ଏହାପରେ ସୁପରଫାଷ୍ଟ ସ୍ପିଡରେ ଭାରତରେ ଟୀକାକରଣ ଚାଲିଥିଲା ।

Powered by Froala Editor

Tags Vaccination

Related articles Odisha News Lens 4.1

  • ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ
    ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14556
    Jun 15, 2025
  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ
    ଦେଶ-ଦେଶାନ୍ତର

    ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    14078
    Jun 15, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ
    ବିଶେଷ

    ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14317
    Jun 16, 2025
  •  ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ
    ଦେଶ-ଦେଶାନ୍ତର

    ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ

    14632
    Jun 16, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ,  ବର୍ତ୍ତିଗଲେ ୨୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14523
    Jun 16, 2025
  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14457
    Jun 16, 2025
  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ
    ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    14640
    Jun 16, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ
    ଦେଶ-ଦେଶାନ୍ତର

    ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13578
    Jun 16, 2025
  • ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...
    ଦେଶ-ଦେଶାନ୍ତର

    ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

    15552
    Jun 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14556
    Jun 15, 2025
  • ଦେଶ-ଦେଶାନ୍ତର

    ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

    15552
    Jun 15, 2025
  • ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    14640
    Jun 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16661
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16966
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15492
    Apr 03, 2021

ବିଶେଷ

  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15646
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14317
    Jun 16, 2025
  • କେଶ ଝଡ଼ିବା କମାଇବ ଯୋଗ

    14690
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14611
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15667
    Jun 11, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14482
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15703
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16331
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14034
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    14078
    Jun 15, 2025
  • ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14556
    Jun 15, 2025
  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14457
    Jun 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In