Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ ...

  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ...

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ...

  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ...

  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ...

  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ...

  • ରାଘବଙ୍କ ଠାରୁ ଧନୀ ପରିଣୀତି

  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ...

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ...

Home ›› ››ଦିଦିଙ୍କ ରେକର୍ଡ : ଭବାନୀପୁରରେ ଦମ୍‌ଦାର ବିଜୟ

ଦିଦିଙ୍କ ରେକର୍ଡ : ଭବାନୀପୁରରେ ଦମ୍‌ଦାର ବିଜୟ

2021-10-03 19:37:21
14140
Share:
Facebook
Twitter
E-Mail
WhatsApp
Telegram
ଦିଦିଙ୍କ ରେକର୍ଡ : ଭବାନୀପୁରରେ ଦମ୍‌ଦାର ବିଜୟ

ଭବାନୀପୁର ଉପନିର୍ବାଚନରେ ୫୮,୮୩୨ ଭୋଟ ପାଇ ରେକର୍ଡ ମାର୍ଜିନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି । ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି । ବିଜୟ ପରେ ମମତା କହିଛନ୍ତି, ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ। ବିଧାନ ସଭା ନିର୍ବାଚନରେ  ବହୁ ଷଡଯନ୍ତ୍ର ହୋଇଥିଲା। ସମଗ୍ର ବେଙ୍ଗଲର ନଜର ଭବାନୀପୁର ଉପରେ ଥିଲା। ବିଜୟୀ ପାଇଁ  ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ।

ଏହି ବିଜୟ ସହ ମମତା ନିଜ ଦଳର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୧ ମସିହା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୪୯,୯୩୬ ଭୋଟରେ ପରାଜିତ କରିଥିଲେ। ଆଜି ମମତା ଦଳୀୟ ପ୍ରାର୍ଥୀ ଭାବେ ୫୮ ହଜାରରୁ ଅଧିକ ଭୋଟରେ ଜିତି ୧୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି।  ଗୋଆ ଠାରୁ ତ୍ରିପୁରା ପର୍ଯ୍ୟନ୍ତ ଟିଏମସି ସମର୍ଥକ ଏବଂ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି।

ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ କଂଗ୍ରେସର କିର୍ତ୍ତୀ ଆଜାଦ ବାନାର୍ଜୀଙ୍କ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପରାଜୟକୁ ସ୍ୱୀକାର କରିବା ସହ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଗଣମାଧ୍ୟମକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଭବାନୀପୁର ରାସ୍ତା ଦେଖାଇଥିବାରୁ ମୁଁ ସନ୍ତୁଷ୍ଟ। ସେ କହିଛନ୍ତି ଯେ, ସମସ୍ତ ଆଖି ଏହି ଆସନରେ ଥିଲା। ମୁଁ ଅଧିକ କାମ କରିବାକୁ ପ୍ରେରଣା ପାଇଛି। ଲୋକଙ୍କ ପାଇଁ। ମୁଁ ବିଜୟ ଚିହ୍ନ (ଭି) ଦେଖାଇବି ନାହିଁ । ବିଜୟ ପାଇଁ ମୁଁ ୩ଟି-ଆଙ୍ଗୁଠି ଚିହ୍ନ ଦେଖାଇବି । କାରଣ ମୁଁ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଜାଙ୍ଗିପୁର ଏବଂ ସାମସରଗୁଞ୍ଜରେ ମୋର ସହକର୍ମୀମାନେ ମଧ୍ୟ ଜିତୁଛନ୍ତି ବୋଲି ସେ କହିଛନ୍ତି।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । 

Powered by Froala Editor

Tags mamata

Related articles Odisha News Lens 4.1

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14455
    Apr 25, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14254
    Apr 24, 2026
  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15151
    Apr 25, 2026
  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !
    ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15413
    Apr 25, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ
    ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13968
    Apr 25, 2026
  • ରାଘବଙ୍କ ଠାରୁ ଧନୀ ପରିଣୀତି
    ମନୋରଞ୍ଜନ

    ରାଘବଙ୍କ ଠାରୁ ଧନୀ ପରିଣୀତି

    14108
    Apr 25, 2026
  •  ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା
    ଦେଶ-ଦେଶାନ୍ତର

    ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13751
    Apr 25, 2026
  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ
    ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15782
    Apr 24, 2026
  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !
    ଦେଶ-ଦେଶାନ୍ତର

    ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !

    14660
    Apr 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15413
    Apr 25, 2026
  • ଦେଶ-ଦେଶାନ୍ତର

    ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13751
    Apr 25, 2026
  • ଦେଶ-ଦେଶାନ୍ତର

    ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14455
    Apr 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13968
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14136
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13789
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14583
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13942
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15586
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13886
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଘବଙ୍କ ଠାରୁ ଧନୀ ପରିଣୀତି

    14108
    Apr 25, 2026
  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13751
    Apr 25, 2026
  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ

    15149
    Apr 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In