Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ...

  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ...

  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ...

  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ...

  • ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

  • IRCTCର ନୂଆ RailOne ଆପ୍‌ ଲଞ୍ଚ

  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ...

  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ...

ବିଶେଷ
Home ›› ବିଶେଷ ››ସୁସ୍ଥ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ନିୟମ......

ସୁସ୍ଥ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ନିୟମ......

2021-09-14 04:22:43
14728
Share:
Facebook
Twitter
E-Mail
WhatsApp
Telegram
ସୁସ୍ଥ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି କି,  ଆପଣାନ୍ତୁ ଏହି ନିୟମ......


 ‘କଥାରେ ଅଛି ଯେଉଁଠି ସ୍ବାସ୍ଥ୍ୟ ଅଛି ସେଇଠି ସମ୍ପତ୍ତି ଅଛି’। ଏହି ପ୍ରାଚୀନକାଳର କଥା ମାନି ବ୍ୟକ୍ତି ସମାଜରେ ରହିଥାଏ। ଏହି ଆଦର୍ଶ ବାକ୍ୟ ଅନୁସାରେ ବ୍ୟକ୍ତି ନିଜର ଶରୀର, ଅନ୍ନ, ନିଶ୍ବାସ ପ୍ରଶ୍ବାସ ଆଦି ଉପରେ ଧ୍ୟାନ ଦେବା ଉଚିତ୍। କେବଳ ସେତିକି ନୁହେଁ, ଯଦି ଉତ୍ତମ ସ୍ବାସ୍ଥ୍ୟ ଚାହୁଁଛନ୍ତି ତେବେ ବାସ୍ତୁ ଅନୁସାରେ ଚାଲନ୍ତୁ। ଫଳରେ ଏକ ସୁସ୍ଥ ଜୀବନ ପାଇବା ସହିତ ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। କାରଣ ସ୍ବାସ୍ଥ୍ୟ ପାଇଁ ବାସ୍ତୁ ସବୁଠୁ ବଡ଼ ଉପକାରୀ।  ଯଦି ବାସ୍ତୁ ହିସାବରେ ନ ଚାଲନ୍ତି ତେବେ  ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ।

ବାସ୍ତୁ ଶାସ୍ତ୍ରର ସବୁଠୁ ବଡ଼ ଲାଭ ହେଲା କି, ଶରୀର ଭିତରେ ୭ଟି ଚକ୍ର ସକ୍ରିୟ ତଥା ସନ୍ତୁଳିତ ହୋଇଯାଏ। ଚକ୍ର ଏକ ମାତ୍ର ପ୍ରାଚୀନ ବିଜ୍ଞାନ ଯାହା ଶକ୍ତିଶାଳି ପାଇଁ ଆବଶ୍ୟକ। ଯେତେବେଳେ ଶରୀରର ୭ଟି ଚକ୍ର ଖୋଲା ହୋଇଯାଏ ଅଥବା ସନ୍ତୁଳିତ ହୋଇଯାଏ ସେତେବେଳେ ବ୍ୟକ୍ତିର ସ୍ବାସ୍ଥ୍ୟ ସର୍ବୋତ୍ତମ ହୋଇଥାଏ। ଆସନ୍ତୁ ଜାଣିବା ବାସ୍ତୁ ସ୍ବାସ୍ଥ୍ୟ କ’ଣ?

କ’ଣ ଆପଣ ବିମ୍ ତଳେ ବସି କାମ କରୁଛନ୍ତି କି ? ବିମ୍ ତେଳ ବସି ଯଦି କାମ କରୁଛନ୍ତି ତାହାଲେ ଶରୀର ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ। ବିମ୍ ସମ୍ପୂର୍ଣ୍ଣ ନକରାତ୍ମକ । ତେଣୁ ସ୍ଥାୟୀ ସ୍ଥାନରେ ବସି କାମ କରନ୍ତୁ।

ଆପଣ ସିଧା ହୋଇ ଶୋଉଛନ୍ତି କି ? ଅନୁକୂଳ ଦିଗରେ ଶୋଇବା ଦ୍ବାରା ଆପଣଙ୍କର ୭ଟି ଚକ୍ର ସକ୍ରିୟ ହୋଇଯାଆନ୍ତି।

ସ୍ଥାନ ଗୃହ ତଥା ଶୈାଚାଳୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର କିମ୍ବା କାର୍ୟ୍ୟାଳୟରେ ଖୋଲା ରହିଥିବା ସ୍ଥାନଗୃହ ତଥା ଶୈାଚାଳୟ ଆପଣକୁ ପ୍ରଭାବିତ କରିଥାଏ। ଶୈାଚାଳୟରୁ ବହୁ ନକରାତ୍ମକ ଶକ୍ତି  ଆସିଥାଏ। ତେଣୁ ଶୈାଚାଳୟ କବାଟକୁ ସବୁବେଳେ ବନ୍ଦ କରି ରଖନ୍ତୁ।

ଆପଣଙ୍କ ଘରେ ବ୍ୟବହାର କରୁନଥିବା ଔଷଧ ଅଛି କି? ଯଦି ଅଛି ତୁରନ୍ତ ଏହାକୁ ଫୋପାଡ଼ି ଦିଅନ୍ତୁ। ସରଳ ବାସ୍ତୁ ଅନୁସାରେ ଏହାକୁ ରଖିଲେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। କାରଣ ସେହି ଔଷଧ ପୂବର୍ରୁ ହୋଇଥିବା ରୋଗରୁ ନକରାତ୍ମକ ଶକ୍ତିକୁ ଟାଣିଥାଏ।

Powered by Froala Editor

Tags Healthy life

Related articles Odisha News Lens 4.1

  • IRCTCର ନୂଆ RailOne ଆପ୍‌ ଲଞ୍ଚ
    ଦେଶ-ଦେଶାନ୍ତର

    IRCTCର ନୂଆ RailOne ଆପ୍‌ ଲଞ୍ଚ

    14125
    Jul 01, 2025
  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...
    ମନୋରଞ୍ଜନ

    ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    13973
    Jul 02, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି
    ବାଣିଜ୍ୟ

    ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15871
    Jul 01, 2025
  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା
    ଦେଶ-ଦେଶାନ୍ତର

    ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା

    14275
    Jul 02, 2025
  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ

    13896
    Jul 01, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....
    ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13898
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା
    ବିଶେଷ

    ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13655
    Jul 02, 2025
  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା
    ଦେଶ-ଦେଶାନ୍ତର

    ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15414
    Jul 02, 2025
  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    14086
    Jul 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    14086
    Jul 01, 2025
  • ଦେଶ-ଦେଶାନ୍ତର

    ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15414
    Jul 02, 2025
  • ଦେଶ-ଦେଶାନ୍ତର

    ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

    14812
    Jul 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16602
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16718
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17032
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15521
    Apr 03, 2021

ବିଶେଷ

  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13898
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13655
    Jul 02, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15503
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15745
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15737
    Jun 29, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14039
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15564
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15544
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15013
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15414
    Jul 02, 2025
  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା

    14275
    Jul 02, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13898
    Jul 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In