ଆଜି ରାଜ୍ୟ ବିଜେପି ପଦାଧିକାରୀ ବୈଠକ
ଭୁବନେଶ୍ୱର: ଆଜି ବସିବ ରାଜ୍ୟ ବିଜେପି ପଦାଧିକାରୀ ବୈଠକ। ରାଜ୍ୟ ମୁଖ୍ୟାଳୟରେ ଏହି ବୈଠକ ବସିବ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ।
ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ସୌଦାନ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ଦଳର ସଂଗଠନିକ ସ୍ଥିତି, ଆଗାମୀ ଦିନର ରଣନୀତି ନେଇ ଆଲୋଚନା ହେବ।
Powered by Froala Editor