Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା ...

  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ...

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ...

  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ...

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

ରାଜ୍ୟ
Home ›› ରାଜ୍ୟ ››ଖଦିରେ ଫ୍ୟାଶନ୍: ରମ୍ପରିକତାର ମାଟି ବାସ୍ନା ସାଙ୍ଗକୁ ଆଧୁନିକ ଡିଜାଇନ୍‌ର ଚମକ

ଖଦିରେ ଫ୍ୟାଶନ୍: ରମ୍ପରିକତାର ମାଟି ବାସ୍ନା ସାଙ୍ଗକୁ ଆଧୁନିକ ଡିଜାଇନ୍‌ର ଚମକ

2026-11-29 07:18:15
14817
Share:
Facebook
Twitter
E-Mail
WhatsApp
Telegram
ଖଦିରେ ଫ୍ୟାଶନ୍: ରମ୍ପରିକତାର ମାଟି ବାସ୍ନା ସାଙ୍ଗକୁ ଆଧୁନିକ ଡିଜାଇନ୍‌ର ଚମକ

ଭୁବନେଶ୍ଵର: ଖଦିରେ ଫ୍ୟାଶନ୍‌ର ନୂଆ ଫଣ୍ଡା  ।  ପାରମ୍ପରିକତାର ମାଟି ବାସ୍ନା ସାଙ୍ଗକୁ ଆଧୁନିକ ଡିଜାଇନ୍‌ର ଚମକ  ।  ରାମ୍ପ୍‌ରେ ଯେତେବେଳେ ମ୍ୟୁଜିକର ତାଳେ ତାଳେ ମଡେଲ୍‌ମାନେ ଖଦିର ବିଭିନ୍ନ ରୂପରେ ପାଦ ଥାପିଲେ, ଦର୍ଶକଙ୍କ ଆଖିରେ ଝଲସି ଉଠିଥିଲା ଭାରତୀୟ ବୟନ ପରମ୍ପରାର ଅପୂର୍ବ ସୌନ୍ଦର୍ଯ୍ୟ । ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬ ଅବସରରେ ଆୟୋଜିତ ଏହି ଆକର୍ଷଣୀୟ ଫ୍ୟାଶନ୍ ଶୋ’ ଖଦିର ପରିଚିତ ଛବିକୁ ଏକ ନୂଆ ରୂପ ଓ ନୂଆ ଢଙ୍ଗରେ ଉପସ୍ଥାପିତ କରିଥିଲା ।  ଏହା କେବଳ ଏକ ଫ୍ୟାଶନ୍ ଶୋ’ ନଥିଲା, ବରଂ ଥିଲା ପରମ୍ପରା, କଳା, କାରିଗରୀ ଓ ସୃଜନଶୀଳତାର ଏକ ମନୋରମ ଉତ୍ସବ । ଚାରୋଟି ସ୍ୱତନ୍ତ୍ର ସିକ୍ୱେନ୍ସରେ ସଜ୍ଜିତ ଏହି ଶୋ’ର ପ୍ରତ୍ୟେକ ପର୍ଯ୍ୟାୟରେ ଖଦିର ଭିନ୍ନ ଭିନ୍ନ ରୂପ, ରଙ୍ଗ, ବୁଣା ଓ ଡିଜାଇନ୍‌ର ନୂତନତ୍ୱ ଦେଖିବାକୁ ମିଳିଥିଲା  ।

ପ୍ରଥମ ସିକ୍ୱେନ୍ସରେ ସୋଲ୍ ବାଏ ଇଣ୍ଡିଆନ୍ ପକ୍ଷରୁ ଡିଜାଇନର୍ ଦେବସ୍ମିତା ଗିରିଙ୍କ ସୃଜନଶୀଳ ଡିଜାଇନ୍ ରାମ୍ପ୍‌ରେ ଏକ ନୂଆ ଆକର୍ଷଣ ସୃଷ୍ଟି କରିଥିଲା । ଦ୍ୱିତୀୟ ସିକ୍ୱେନ୍ସରେ ଗଲାଙ୍ଗ ଗବାନ୍ ପକ୍ଷରୁ ଲିପ୍ସା ହେମ୍ବ୍ରମ୍‌ଙ୍କ ଡିଜାଇନ୍‌ରେ ଖଦିର ସ୍ୱତନ୍ତ୍ରତା ଓ କଳାତ୍ମକତାର ଝଲକ ଦେଖିବାକୁ ମିଳିଥିଲା ।  ସେହିପରି ତୃତୀୟ ସିକ୍ୱେନ୍ସରେ ଓରିଭା ପକ୍ଷରୁ ରୋମି ଦାସଙ୍କ ଡିଜାଇନ୍ ଖଦିକୁ ଆଧୁନିକ ଫ୍ୟାଶନ୍‌ର ଏକ ଆକର୍ଷଣୀୟ ମାଧ୍ୟମ ଭାବେ ଉପସ୍ଥାପିତ କରିଥିଲା । ପ୍ରତ୍ୟେକ ସିକ୍ୱେନ୍ସରେ ଡିଜାଇନର୍‌ମାନଙ୍କ କଳ୍ପନା ଓ ମଡେଲ୍‌ମାନଙ୍କ ଆତ୍ମବିଶ୍ୱାସ ରାମ୍ପ୍‌ର ଆକର୍ଷଣକୁ ଆହୁରି ବଢ଼ାଇଥିଲା ।

ତେବେ ଶୋ’ର ଚତୁର୍ଥ ସିକ୍ୱେନ୍ସ ଥିଲା ସବୁଠାରୁ ନିଆରା ଓ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଥିରେ ଗଞ୍ଜାମର ପାରମ୍ପରିକ କନ୍ଥା ଓ ଜାପାନର ବୋରୋ ପରମ୍ପରାର ଅପୂର୍ବ ସମନ୍ୱୟକୁ ପୋଷାକ ମାଧ୍ୟମରେ ଜୀବନ୍ତ ରୂପ ଦିଆଯାଇଥିଲା । ସୂଚନାଯୋଗ୍ୟ, ଗଞ୍ଜାମର କନ୍ଥା ଏବଂ ଜାପାନର ବୋରୋ ଉଭୟ ଗ୍ରାମୀଣ ଆବଶ୍ୟକତାରୁ ସୃଷ୍ଟି ହୋଇଥିବା ପାରମ୍ପରିକ ଶୂନ୍ୟ-ଅପଚୟ ବସ୍ତ୍ରଶିଳ୍ପ, ଯେଉଁଠାରେ ପୁରୁଣା ଓ ଚିରା ପୋଷାକଗୁଡ଼ିକୁ ପରସ୍ତ ପରସ୍ତ କରି ହାତରେ ସିଲେଇ କରି ବ୍ୟବହାର କରାଯାଏ ।

ପୁରୁଣାକୁ ନୂଆ ରୂପ ଦେବାର ଏହି କଳାତ୍ମକ ପ୍ରୟାସ ଖଦି ଓ ପାରମ୍ପରିକ ବସ୍ତ୍ରର ଅସୀମ ସମ୍ଭାବନାକୁ ପ୍ରତିପାଦିତ କରିଥିଲା । ଖଦିର ସୂତାରେ ବୁଣା ହୋଇଥିଲା ପରମ୍ପରାର କାହାଣୀ, ଆଉ ଆଧୁନିକ ଡିଜାଇନ୍‌ରେ ଫୁଟି ଉଠିଥିଲା ଭବିଷ୍ୟତର ଫ୍ୟାଶନ୍  ।  ଏହା ବୁଣାକାର ଓ କାରିଗରଙ୍କ ହାତର ଯାଦୁକୁ ନୂଆ ମଞ୍ଚ ଦେବା ସହ ଖଦିକୁ ଯୁବପିଢ଼ି ଓ ନୂଆ ବଜାର ସହ ଯୋଡ଼ିବାର ଏକ ସୁନ୍ଦର ପ୍ରୟାସ ଥିଲା  ବୋଲି ଡିଜାଇନରମାନେ ମତ ପ୍ରକାଶ କରିଥିଲେ  ।

Powered by Froala Editor

Tags Khadi fashion show

Related articles Odisha News Lens 4.1

  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....
    ବିଶେଷ

    ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13394
    Nov 29, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ
    ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14789
    Nov 28, 2026
  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...

    15573
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...

    13912
    Nov 27, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14957
    Nov 27, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ
    ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14700
    Nov 27, 2026
  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    14191
    Nov 28, 2026
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    15043
    Nov 27, 2026
  •  ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି
    ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15931
    Nov 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14789
    Nov 28, 2026
  • ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    14050
    Nov 28, 2026
  • ଦେଶ-ଦେଶାନ୍ତର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    14191
    Nov 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17327
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18029
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17984
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18398
    Sep 06, 2023

ବିଶେଷ

  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13394
    Nov 29, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14878
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15632
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    15036
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14661
    Nov 09, 2026

ବାଣିଜ୍ୟ

ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ କରିଛି

ଭୁବନେଶ୍ୱର  : ସ୍ମାର୍ଟ ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ପରିଚାଳନାଗତ ଉତ୍କର୍ଷତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ଏହାର ନୂତନ ପାୱାର ପ୍ଲା ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    14050
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13912
    Nov 27, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    15098
    Nov 25, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    16175
    Nov 24, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13912
    Nov 27, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    14050
    Nov 28, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14789
    Nov 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In