ଇ.ହୋମ୍ ସିଂ ମାଝୀଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ
ନୂଆପଡା: ରାଜ୍ୟ ସରକାର ୨୩ଟି ଜିଲ୍ଲାରେ ନୂତନ ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାରେ ଇ.ହୋମ୍ ସିଂ ମାଝୀଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ମହିଳା ସଭାନେତ୍ରୀ ବେଲମତି ମାଝୀଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଜି ବିଧିବଦ୍ଧ ଭାବରେ ଇ.ହୋମସିଂ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି।
Powered by Froala Editor