Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ...

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ...

  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ ...

  • ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ ...

  • ବାରାମତୀ ନିକଟରେ ଏୟାରକ୍ରାଫ୍ଟ ...

  • ୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ...

  • ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ

  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ...

  • ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ...

  • ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ...

ରାଜ୍ୟ
Home ›› ରାଜ୍ୟ ››୨୧ରୁ ସ୍ୱତନ୍ତ୍ର ଅଭିଯାନ: ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି

୨୧ରୁ ସ୍ୱତନ୍ତ୍ର ଅଭିଯାନ: ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି

2026-03-12 08:04:27
14367
Share:
Facebook
Twitter
E-Mail
WhatsApp
Telegram
୨୧ରୁ ସ୍ୱତନ୍ତ୍ର ଅଭିଯାନ: ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ପକ୍ଷରୁ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଅଭିଯାନ ଚାଲିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ଅତିରିକ୍ତ ଆର୍‌ଟିଓଙ୍କୁ ଏସଂକ୍ରାନ୍ତରେ ନିର୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ। ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ସଚେତନତା ସହିତ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।

ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହି ଯାଞ୍ଚ କରାଯିବ। ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟ୍, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇଜଣରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଡ଼ାକଡ଼ି ଯାଞ୍ଚ କରାଯିବ। ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯିବ। ଏହି ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ଜିଲା ପ୍ରଶାସନ ଓ ପୁଲିସ ସହଭାଗିତାରେ ଯାଞ୍ଚ କରାଯିବ।
ଏହି ସମୟ ମଧ୍ୟରେ ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ। ହେଲମେଟ୍, ସିଟ୍‌ବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଆଦି ସମ୍ପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯିବ। ସଡ଼କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ ‘ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ’ ଗୁରୁତ୍ୱକୁ ବୁଝାଇବା ଉପରେ ପ୍ରାଥମିକତା ଦିଆଯାଇଛି।

Powered by Froala Editor

Tags Traffic

Related articles Odisha News Lens 4.1

  • ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

    13644
    Aug 10, 2026
  • ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ
    ମନୋରଞ୍ଜନ

    ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ

    15324
    Aug 10, 2026
  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର
    ଦେଶ-ଦେଶାନ୍ତର

    ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର

    13630
    Aug 10, 2026
  • ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ : ନୟନତାରା
    ମନୋରଞ୍ଜନ

    ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ : ନୟନତାରା

    14724
    Aug 10, 2026
  • ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ
    ଦେଶ-ଦେଶାନ୍ତର

    ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ

    15231
    Aug 10, 2026
  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ କୀଟ
    ଦେଶ-ଦେଶାନ୍ତର

    ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ କୀଟ

    14514
    Aug 11, 2026
  • ୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ଆତ୍ମହତ୍ୟା କରିବାକୁ ଯାଇଥିଲେ
    ମନୋରଞ୍ଜନ

    ୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ଆତ୍ମହତ୍ୟା କରିବାକୁ ଯାଇଥିଲେ

    14726
    Aug 10, 2026
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି

    14568
    Aug 11, 2026
  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    14939
    Aug 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ

    15231
    Aug 10, 2026
  • ଦେଶ-ଦେଶାନ୍ତର

    ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

    13644
    Aug 10, 2026
  • ମନୋରଞ୍ଜନ

    ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ

    15324
    Aug 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17024
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17637
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17687
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18087
    Sep 06, 2023

ବିଶେଷ

  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14143
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14274
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15857
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16273
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15126
    Jul 31, 2026

ବାଣିଜ୍ୟ

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା

ପୁରୀ : ଆଇଟିସିର ଆଶୀର୍ବାଦ ଅ ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15185
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14624
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14157
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14451
    Aug 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ କରିଛନ୍ତି ୨୨୦ କୋଟି !

    13797
    Aug 10, 2026
  • ୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ଆତ୍ମହତ୍ୟା କରିବାକୁ ଯାଇଥିଲେ

    14726
    Aug 10, 2026
  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର

    13630
    Aug 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In