Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ରାଜ୍ୟ
Home ›› ରାଜ୍ୟ ››ମହିଳାମାନେ ଯେତେ ସୁରକ୍ଷିତ ରହିବେ, ଆମ ସମାଜ ସେତିକି ଉନ୍ନତି କରିବ

ମହିଳାମାନେ ଯେତେ ସୁରକ୍ଷିତ ରହିବେ, ଆମ ସମାଜ ସେତିକି ଉନ୍ନତି କରିବ

2026-03-08 04:47:09
15447
Share:
Facebook
Twitter
E-Mail
WhatsApp
Telegram
ମହିଳାମାନେ ଯେତେ ସୁରକ୍ଷିତ ରହିବେ, ଆମ ସମାଜ ସେତିକି ଉନ୍ନତି କରିବ

ଭୁବନେଶ୍ଵର: ‘ଗିଭ ଟୁ ଗେନ୍’ ବା ‘ପାଇବା ପାଇଁ ଦେବା’; ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏହା ରହିଛି ବିଷୟବସ୍ତୁ। ଏହି ଛୋଟ ମନ୍ତ୍ରଟି ମଧ୍ୟରେ ଅସୀମ ଶକ୍ତି ଲୁଚି ରହିଛି। କିଛି ଦେବାର ମନୋଭାବ ହିଁ ଅବଶେଷରେ ଅଧିକ ପ୍ରାପ୍ତିର ଦ୍ୱାର ଖୋଲି ଦେଇଥାଏ। ମହିଳା ସଶକ୍ତୀକରଣ ପରିପ୍ରେକ୍ଷୀରେ ଏହା କେବଳ ଏକ ସ୍ଲୋଗାନ୍ ନୁହେଁ, ଏକ ଦାୟିତ୍ୱ, ଏକ ସାମୂହିକ ଆନ୍ଦୋଳନ। ଆନ୍ତର୍ଜାତିକ ମହିଳା ଦିବସ ପାଳନର ଲକ୍ଷ୍ୟ ହେଲା ଶିକ୍ଷା, ସ୍ୱାସ୍ଥ୍ୟ, ନେତୃତ୍ୱ ଏବଂ ଦରମାରେ ଲିଙ୍ଗଗତ ସମାନତାକୁ ଗତି ପ୍ରଦାନ କରିବା। ମହିଳାମାନଙ୍କୁ ସୁଯୋଗ, ସମର୍ଥନ ଓ ସୁରକ୍ଷା ମିଳିଲେ, ସମାଜ ସମୃଦ୍ଧ ହୁଏ ଏବଂ ପୁନଃ ମହିଳାମାନଙ୍କୁ ହିଁ ନୂତନ ମାର୍ଗଦର୍ଶନ ପ୍ରଦାନ କରେ।
ମହିଳା ଦିବସ ଗୁରୁତ୍ୱପୂର୍ଣ୍ଣ କାହିଁକି ? ଏହା ନାରୀବାଦକୁ ଏକ ସାମୂହିକ ପ୍ରୟାସ ରୂପେ ସ୍ଥାପନ କରେ; ଯେଉଁଠି ପୁରୁଷମାନେ ମଧ୍ୟ ଅଂଶୀଦାର ହୁଅନ୍ତି। ଆଗକୁ ଯାଇ ସୁସ୍ଥ ପରିବାର, ଆର୍ଥିକ ସ୍ୱଚ୍ଛଳତା ଏବଂ ଉନ୍ନତ ଭବିଷ୍ୟତ ନିର୍ମାଣରେ ଏହା ସହାୟକ ହୁଏ। ୧୯୧୧ରୁ ଆରମ୍ଭ ହୋଇଥିବା ଏହି ମହିଳା ଦିବସ ନ୍ୟାୟ ଓ ଅଧିକାର ପାଇଁ ଆନ୍ଦୋଳନ ଠାରୁ ଆରମ୍ଭ ହୋଇ ୨o୨୬ର ‘ପାଇବା ପାଇଁ ଦେବା’ ଅଭିଯାନ ପର୍ଯ୍ୟନ୍ତ ସ୍ପଷ୍ଟ କରେ ଯେ ବିକାଶ ପାଇଁ ଦୃଢ଼ତା ଆବଶ୍ୟକ। ତେବେ କେଉଁମାନେ ମହିଳାଙ୍କୁ କ’ଣ କ’ଣ ଦେଇପାରିବେ ବା ଦେବା ଆବଶ୍ୟକ ତା’ ଉପରେ ଆଲୋଚନା ମଧ୍ୟ ପ୍ରାସଙ୍ଗିକ ମନେହୁଏ l
ସମାଜ ମହିଳାଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷାର ସମାନ ସୁଯୋଗ, ସୁରକ୍ଷା, ସମ୍ମାନ, ଆର୍ଥିକ ସ୍ୱାଧୀନତା ପାଇଁ ମଞ୍ଚ, ନିଷ୍ପକ୍ଷ ଆଇନ ଓ ପ୍ରୟୋଗ ଯୋଗାଇ ଦେବା ଉଚିତ। ଯେତେବେଳେ ସମାଜ ଏହି ଆଧାରଗୁଡିକୁ ଦେଉଛି, ସେତେବେଳେ ସେ ଫେରି ପାଉଛି, ଏକ ସୁସଂଗଠିତ ପରିବାର, ଦାୟିତ୍ୱଶୀଳ ପିଢ଼ି ଏବଂ ଏକ ସ୍ଥିର ଅର୍ଥନୀତି। ମହିଳାମାନେ ଯେତେ ସୁରକ୍ଷିତ ରହିବେ, ଆମ ସମାଜ ସେତିକି ଉନ୍ନତି କରିବ। ରାସ୍ତାରେ ଚାଲୁଥିବା, ଏକୁଟିଆ ଘରକୁ ଫେରୁଥିବା, ରାତିରେ ବାହାରକୁ ଯାଉଥିବା ପ୍ରତ୍ୟେକ ଝିଅ ଓ ମହିଳାଙ୍କୁ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ଝିଅ, ନିଜ ଭଉଣୀ, ନିଜ ମାଆ, ନିଜର ପରିବାର ସ୍ୱଜନର ଦୃଷ୍ଟିରେ ଦେଖନ୍ତୁ। ସେ ଯେ ଏକୁଟିଆ ନୁହେଁ, ଏଇ ଅନୁଭବ ତାଙ୍କ ବାକ୍ୟରେ, ବ୍ୟବହାରରେ, ଆଚରଣରେ ପ୍ରତିଫଳିତ ହେଉ; ତେବେ ହିଁ ଝିଅମାନେ ନିଶ୍ଚିନ୍ତ ହୋଇ ଯିବେ ଆସିବେ, କାମ କରିବେ। ପରିବାର ଝିଅ ଓ ମହିଳାଙ୍କୁ ନିଜର ମନକଥା ଖୋଲି କହିବାର ସ୍ୱାଧୀନତା, ସବୁ ପରିସ୍ଥିତିରେ ତା’ ସହ ଛିଡ଼ା ହେବାର ବିଶ୍ୱାସ ଦିଏ l
ଯେତେବେଳେ ଜଣେ ମହିଳା ଅନ୍ୟ ଜଣକୁ ହାତ ବଢ଼ାନ୍ତି, ସେଠାରେ ଏକ ଶକ୍ତିଶାଳୀ ଶୃଙ୍ଖଳ ଗଠନ ହୁଏ। ଯାହାର ପରିଣାମ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣେ ଏବଂ ସେଇଠି ହିଁ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ପୂରଣ ହୁଏ।
ଶେଷରେ ଏତିକି କୁହାଯାଇପାରେ ଯେ, ‘ଜଣେ ସଶକ୍ତ ମହିଳା ହିଁ ଅନ୍ୟ ମହିଳାଙ୍କୁ ସଶକ୍ତ କରିବାର କ୍ଷମତା ରଖେ l’ ଚଳିତ ବର୍ଷର ବିଷୟବସ୍ତୁ ‘ଗିଭ୍ ଟୁ ଗେନ୍’ରେ ‘ଦେବା’ର ଅର୍ଥ କେବଳ ଧନରେ ସୀମିତ ନ ହୋଇ ବରଂ ପରସ୍ପରକୁ ସମୟ, ସମର୍ଥନ, ଶିକ୍ଷା ଓ ଭରସାର ଦାନ ହେଉ l
ମହିଳା ସଶକ୍ତୀକରଣ ଉପଲକ୍ଷେ ଦେବା କୌଣସି ଦୟାର ବିଷୟ ନୁହେଁ, ବରଂ ନ୍ୟାୟର ବିଷୟ। ଆମେ ଯଦି ଝିଅ ଓ ମହିଳାଙ୍କୁ ସୁଯୋଗ ଦେଉଛୁ, ସମାନତା ଦେଉଛୁ, ସମ୍ମାନ ଦେଉଛୁ, ବଦଳରେ ଆମେ ଫେରି ପାଇବୁ ଏକ ସୁନ୍ଦର, ସୁସ୍ଥ ଏବଂ ସମୃଦ୍ଧ ସମାଜ।

Powered by Froala Editor

Tags Women's day

Related articles Odisha News Lens 4.1

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14269
    Oct 15, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13488
    Oct 16, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14781
    Oct 16, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15438
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13772
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13707
    Oct 16, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14746
    Oct 16, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    13867
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13788
    Oct 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13788
    Oct 15, 2026
  • ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13772
    Oct 16, 2026
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14781
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17184
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17878
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17828
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18249
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14746
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14619
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14725
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15727
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14401
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14269
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13977
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15101
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15808
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13788
    Oct 15, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14781
    Oct 16, 2026
  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ

    15438
    Oct 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In