ନିଜ ଅଭିନେତ୍ରୀ ପତ୍ନୀଙ୍କ ସହ ଜଗା ଦର୍ଶନ କଲେ ନାଗା ଚୈତନ୍ୟ
ପୁରୀ: ପୁରୀରେ ସାଉଥ ସୁପରଷ୍ଟାର । ଗତକାଲି ରାତିରେ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ନିଜ ଅଭିନେତ୍ରୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ ଜଗନ୍ନାଥ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜୟ ଜଗନ୍ନାଥ ନାମ ନେଇଥିଲେ ନାଗା ଚୈତନ୍ୟ । ପ୍ରଥମ ପତ୍ନୀ ସମାନ୍ଥା ରୁଥ ପ୍ରଭୁଙ୍କ ସହ ବିବାହ ବିଚ୍ଛେଦ ପରେ ସୋଭିତାଙ୍କୁ ସେ ଦ୍ବିତୀୟ ବିବାହ କରିଛନ୍ତି ।
Powered by Froala Editor