ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି ସନ୍ଦେହରେ, ସନ୍ଦିଗ୍ଧର ଘର ଯାଞ୍ଚ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଦଳ । ସନ୍ଦିଗ୍ଧ ଘରୁ ଏକ ଲାପଟପ୍ ଜବତ କରିବା ସହ ଅନ୍ୟାନ୍ୟ କାଗଜପତ୍ର ଠାବ କରିଛି ଅନାଇଏ ।
ଏନଆଇଏର ଏକ ଦଳ ହଜାରିବାଗ ଅନସାରନଗର ଅଞ୍ଚଳରେ ଶାହନୱାଜ ଆଲମଙ୍କ ଘରେ ଆଇଏସଆଇଏସ ଆତଙ୍କବାଦୀ ସମ୍ପର୍କ ସନ୍ଦେହରେ ଚଢାଉ କରିଥିଲା ।
Powered by Froala Editor