ଯୁଦ୍ଧଭୂମିରେ ଓ ପଡିଆରେ ଭାରତର ଅପରେସନ ସିନ୍ଦୂର ସଫଳ ହୋଇଛି: ମୋଦୀ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଟାଇଟଲ ନିଜ ନାମରେ କରିଛି ଭାରତୀୟ ଟିମ୍ । ଦୁବାଇରେ ପାକିସ୍ତାନ ଟିମ୍ କୁ ଧୂଳି ଚଟାଇ ଦମଦାର ପ୍ରଦର୍ଶନ କରି ୫ୱିକେଟରେ ବିଜୟୀ ହେବା ପରେ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ଭାରତୀୟ ଟିମକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଏକ୍ସରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯୁଦ୍ଧଭୂମିରେ ଓ ପଡିଆରେ ଭାରତର ଅପରେସନ ସିନ୍ଦୂର ସଫଳ ହୋଇଛି ।
Powered by Froala Editor