ବାଣ ଗୋଦାମରେ ଚଢ଼ାଉ ଜାରି, ବିପୁଳ ପରିମାଣର ବାଣ ଠାବ
ମୁଖୀଗୁଡା: କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଥାନା ଜୟପାଟଣାର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଆଜି ସକାଳୁ ଚଢ଼ାଉ ଜାରି ରହିଥିବା ବେଳେ ବେଆଇନ ଭାବେ ରଖିଥିବା ବିପୁଳ ପରିମାଣର ବାଣ ଠାବ ହୋଇଛି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବେଆଇନ ବାଣ ବିକ୍ରି ଗୋଦାମ ଉପରେ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ କେଉଁଠିରୁ ଏସବୁ ବାଣ ଆସିଥିଲା ଓ କେତେ କାଗଜପତ୍ର ରହିଛି ତାହାର ତଦନ୍ତ ଚାଲିଛି।
Powered by Froala Editor