Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ...

  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ...

  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ

  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ...

  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ...

  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

Home ›› ››ଏହି ୮ ପଞ୍ଚାୟତ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ଏହି ୮ ପଞ୍ଚାୟତ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

2025-09-09 05:52:18
13373
Share:
Facebook
Twitter
E-Mail
WhatsApp
Telegram
ଏହି ୮ ପଞ୍ଚାୟତ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ଭୁବନେଶ୍ବର: କୋରାପୁଟ ଜିଲା ପଟାଙ୍ଗି ବ୍ଳକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପରେ ଏବେ ଏହି ବ୍ଲକର ଆଉ ୮ ପଞ୍ଚାୟତ ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ଏହିସବୁ ଗ୍ରାମର ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଆନ୍ଧ୍ର ସରକାର ବିଭିନ୍ନ ଉପାୟ ଅବଲମ୍ବନ କରିବାରେ ଲାଗିଛି। ଯଦ୍ବାରା ଏହି ୮ ପଞ୍ଚାୟତର ଜନସାଧାରଣ ଓଡ଼ିଶା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନ କାମରେ ନିଜକୁ ଯୋଡି ହେବାକୁ ସେହି ରାଜ୍ୟର ଭୋଟର ଓ ଆଧାର କାର୍ଡ କରିଛନ୍ତି।

କୋରାପୁଟ ଜିଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତ ମଧ୍ୟରୁ ୮ ପଞ୍ଚାୟତର ବହୁ ଗ୍ରାମପୁଞ୍ଜ ସିଧାସଳଖ ଆନ୍ଧ୍ରକୁ ସ୍ପର୍ଶ କରୁଛି। ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ସହ ନୂଆଗାଁ, ରାଲେଗଡ଼ା, ପେଟ୍ରୁ, ସୁଙ୍କି, ଅମ୍ପାଭାଲି, ତଳଗଲୁରୁ, ସମ୍ବାଇ ପଞ୍ଚାୟତର ଗ୍ରାମପୁଞ୍ଜ ଆନ୍ଧ୍ର ସୀମାନ୍ତକୁ ଛୁଇଁଛି। ସୀମାନ୍ତରେ ଆନ୍ଧ୍ର ସରକାରଙ୍କ ପେନସନ, ରାସନ୍, ଶିକ୍ଷାବୃତ୍ତି ସର୍ବୋପରି ସରକାରୀ ପ୍ରୋତ୍ସାହନ ଓଡ଼ିଶା ତୁଳନାରେ ଅଧିକ ରହିଛି। ଆନ୍ଧ୍ରର ଏହିସବୁ ସୁବିଧା ହାତେଇବାକୁ ସୀମାନ୍ତବାସିନ୍ଦା ସେହି ରାଜ୍ୟ ସରକାରଙ୍କ ଭୋଟର ଓ ଆଧାର କାର୍ଡ କରି ନେଇଛନ୍ତି। ସୀମାନ୍ତ ଗ୍ରାମବାସୀଙ୍କ ଏଭଳି ଦୁର୍ବଳତାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ସାମିଲ କରିବାକୁ ପ୍ରୟାସ ଚଳାଇଛି। କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଦାବି କରି ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସ୍ବତନ୍ତ୍ର ପ୍ୟାକେଜ ମାଧ୍ୟମରେ ବିକାଶକୁ ତ୍ବରାନିତ କରୁଛନ୍ତି। ରାଜ୍ୟ ସରକାର କେବଳ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜକୁ ନଜରରେ ରଖିଥିବା ବେଳେ ସୀମାନ୍ତର ବହୁ ନିର୍ବିବାଦୀୟ ଗ୍ରାମପୁଞ୍ଜକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେଇ ନିଜ ରାଜ୍ୟରେ ମିଶାଇବାକୁ ଅହରହ ପ୍ରୟାସ ଚଳାଇଛି।

ଉଦାହରଣ ସ୍ୱରୂପ, ପଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତ ସୀମା ବିବାଦରେ ନାହିଁ। ଏହି ପଞ୍ଚାୟତର କୁମ୍ଭିଗୁଡା, ଦିଗୁଗାବାଡର, ଏଟିଗାବାଡର ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ୍‌ ଜିଲା ପ୍ରଶାସନର ସୁବିଧା ସୁଯୋଗ ହାତେଇଛନ୍ତି । ସେହିପରି ସମ୍ବାଇ ପଞ୍ଚାୟତର ସୁନାବେଡ଼ା, ଜାମ୍ବଗୁଡା, ସୁଙ୍କି ପଞ୍ଚାୟତର ନିମାଲପାଡୁ, ଅଣ୍ଡାଙ୍ଗି, ଗିନାଗେଲିପାଡୁ, ପାନସାଲପାଡୁ, ପେଟ୍ରୁ ପଞ୍ଚାୟତର ମାଟାମ, ପାନସାଲପାଡୁ, ବୁରୁଗୁଲପାଡୁ, ଅମ୍ପାଭାଲି ପଞ୍ଚାୟତର ସାପ୍ରାଇଗୁଡା,
ସିଡିମେଟୁ, ରାଲେଗଡ଼ା ପଞ୍ଚାୟତର ଗାଡିବାଲସା, ବିଟ୍ରା, ପିଲକାବିଟ୍ରା , ମେଟାପାଡୁ, ତଳଗଲୁରୁ ପଞ୍ଚାୟତର ବଣକିମେଟା, ପଟୁଗୁଡା, ବାଙ୍ଗାରଗୁଡି, ପେଦାଗୁଡି, ଓଲାପାରୁ, ସାପ୍ରାଇଗୁଡା, ଡୁମୁରିଗୁଡା, ଜାମଗୁଡା, ମୁଲାପାଡୁ, ବଟକିମେଡା, ଦାରମପାଡୁ, ସାରମପାଡୁ ଆଦି ଗ୍ରାମ ବାସିନ୍ଦା ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇଛନ୍ତି।

ଏହିସବୁ ଗ୍ରାମବାସୀ ଉଭୟ ରାଜ୍ୟରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସୀମାନ୍ତରେ ଥିବା ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଷଡ଼ଯନ୍ତ୍ର ଚଳାଇଛି ବୋଲି ତଳଗଲୁରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଦା ବୋଇପତି ପ୍ରକାଶ କରିଛନ୍ତି। 

Powered by Froala Editor

Tags Kotia

Related articles Odisha News Lens 4.1

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ

    14936
    May 12, 2026
  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା
    ଦେଶ-ଦେଶାନ୍ତର

    AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା

    13876
    May 12, 2026
  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15581
    May 12, 2026
  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ
    ଦେଶ-ଦେଶାନ୍ତର

    ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    14972
    May 12, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...
    ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...

    13525
    May 12, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା
    ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15434
    May 12, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15241
    May 11, 2026
  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ
    ଦେଶ-ଦେଶାନ୍ତର

    ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14206
    May 12, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...
    ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...

    13911
    May 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    14972
    May 12, 2026
  • ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ...

    13911
    May 12, 2026
  • ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15434
    May 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17470
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17520
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17878
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16351
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15434
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16093
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14535
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15504
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15241
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15134
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13948
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ

    14936
    May 12, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ଉଦୟାନିଧି ଷ୍ଟାଲିନ

    13525
    May 12, 2026
  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14206
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In