Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, January 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ...

  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ...

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ...

  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ...

  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ...

  • ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ...

  • ନୂଆ ୟୁଜିସି ନିୟମ ଉପରେ ...

  • ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ...

  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ

‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ

2025-07-06 11:16:44
15637
Share:
Facebook
Twitter
E-Mail
WhatsApp
Telegram
‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ୨୪୯ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁଚର୍ଚ୍ଚିତ ‘ଓ୍ବାନ ବିଗ ବ୍ୟୁଟିଫୁଲ’ ଆଇନ ଲାଗୁ କରିଛନ୍ତି। ଏହା ମଧ୍ୟରେ ତାଙ୍କ ପୂର୍ବ ସହଯୋଗୀ ତଥା ଉଦ୍ୟୋଗବିତ୍‌ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏ ନେଇ ମସ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଘୋଷଣା କରିଛନ୍ତି। ଏହି ଦଳ ଆମେରିକାର ଲୋକଙ୍କୁ ଗୋଟିଏ ଦଳ ବ୍ୟବସ୍ଥାରୁ ମୁକ୍ତି ଦେବ ବୋଲି ମସ୍କ କହିଛନ୍ତି। ମସ୍କଙ୍କ ଏହି ଘୋଷଣା ପରେ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ମସ୍କ ନିଜ ଏକ୍ସ’ ପୋଷ୍ଟରେ ଆୟୋଜିତ ଏକ ସର୍ବେକ୍ଷଣର ଫଳାଫଳକୁ ନେଇ ଲେଖିଛନ୍ତି ଯେ, ଆଜି ଆମେରିକା ପାର୍ଟିର ଗଠନ ଆପଣମାନଙ୍କୁ ଆପଣଙ୍କ ସ୍ଵାଧୀନତା ଫେରାଇଦେବା ଲାଗି କରାଯାଇଛି। ସର୍ବେକ୍ଷଣରେ ୨:୧ ଅନୁପାତରେ ଜନତା ଏକ ନୂଆ ରାଜନୈତିକ ବିକଳ୍ପର ଇଚ୍ଛା ପ୍ରକାଶ କରିଛନ୍ତି। ଆପଣମାନେ ଏକ ନୂଆ ରାଜନୈତିକ ଦଳ ଚାହୁଁଛନ୍ତି ଏବଂ ଏହା ବର୍ତ୍ତମାନ ଆପଣଙ୍କ ସାମ୍ନାରେ ରହିଛି।

ମସ୍କ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଯେତେବେଳେ ବିନାଶ ଏବଂ ଭ୍ରଷ୍ଟାଚାର ଦ୍ଵାରା ଆମ ଦେଶକୁ ଦେବାଳିଆ କରିବାର କଥା ଆସୁଛି, ସେତେବେଳେ ଆମେ ଗୋଟିଏ ରାଜନୈତିକ ଦଳ ବ୍ୟବସ୍ଥାରେ ରହିଛୁ, ଗଣତନ୍ତ୍ରରେ ନୁହେଁ। ଆମେରିକା ପାର୍ଟିର ଗଠନ ଆପଣମାନଙ୍କୁ ଆପଣମାନେ ହରାଇଥିବା ସ୍ଵାଧୀନତା ଫେରିପାଇବା ଲାଗି କରାଯାଇଛି।

ଆମେରିକାର ସ୍ଵାଧୀନତା ଦିବସ ଅବସରରେ ଗତ ଜୁଲାଇ ୪ ତାରିଖରେ ମସ୍କ ଏକ୍ସ’ରେ ଏକ ଜନମତ ସର୍ଭେ ପାଇଁ ପୋଷ୍ଟ କରିଥିଲେ। ସେଥିରେ ସେ ପ୍ରଶ୍ନ କରିଥିଲେ ଯେ, ‘ସ୍ଵାଧୀନତା ଦିବସରେ ଏହା ପଚାରିବା ସବୁଠୁ ଉଚିତ ସମୟ ଯେ, ଆପଣମାନେ ଦୁଇ ଦଳ ବ୍ୟବସ୍ଥାରୁ ମୁକ୍ତି ଚାହୁଁଛନ୍ତି କି ! ଆମକୁ ଆମେରିକା ପାର୍ଟି ଗଠନ କରିବା ଦରକାର କି ?’ ଏହି ଜନମତ ସର୍ବେକ୍ଷଣରେ ୬୫.୪% ଲୋକ ‘ହଁ’ରେ ଭୋଟ ଦେଇଥିଲେ। ୩୪.୬ ପ୍ରତିଶତ ‘ନା’ କହିଥିଲେ। ମସ୍କଙ୍କ ଏହାକୁ ନୂଆ ଦଳ ଗଠନ ପାଇଁ ଦୃଢ଼ ଜନସମର୍ଥନ ବୋଲି କହିବା ସହିତ ଦୁଇ ପ୍ରମୁଖ ଦଳ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପ୍ରତି ଜନତାଙ୍କ ମନରେ ବଢୁଥିବା ଅସନ୍ତୋଷର ପ୍ରତିକ୍ରିୟା ବୋଲି ଦର୍ଶାଇଛନ୍ତି।

Powered by Froala Editor

Tags Musk

Related articles Odisha News Lens 4.1

  •  ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି
    ଦେଶ-ଦେଶାନ୍ତର

    ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି

    14387
    Jan 29, 2026
  • ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’
    ମନୋରଞ୍ଜନ

    ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

    14376
    Jan 31, 2026
  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ
    ଦେଶ-ଦେଶାନ୍ତର

    ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ

    14052
    Jan 31, 2026
  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆଲୋଚନା ପାଇଁ ଜେଲେନ୍‌ସ୍କି ...
    ଦେଶ-ଦେଶାନ୍ତର

    ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆଲୋଚନା ପାଇଁ ଜେଲେନ୍‌ସ୍କି ...

    14014
    Jan 31, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ
    ବିଶେଷ

    କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14103
    Jan 31, 2026
  • ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ
    ଦେଶ-ଦେଶାନ୍ତର

    ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ

    14838
    Jan 29, 2026
  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15247
    Jan 30, 2026
  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13589
    Jan 30, 2026
  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

    15990
    Jan 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13589
    Jan 30, 2026
  • ମନୋରଞ୍ଜନ

    ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

    14376
    Jan 31, 2026
  • ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ !

    14325
    Jan 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17737
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16212
    Apr 03, 2021

ବିଶେଷ

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14103
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14287
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    15879
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16285
    Jan 27, 2026
  • ବୈଦ୍ୟୁତିକ କେଟିଲର ବ୍ୟବହାର କରିବେ କିପରି, ଜାଣନ୍ତୁ....

    15680
    Jan 24, 2026

ବାଣିଜ୍ୟ

ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍‌ସିବି ମହିଳା ଟିମ୍‌କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍‌ଓମ୍ୟାନ୍‌ ଏକାଡେମୀ ଓ ଚାଟ୍&zw ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15735
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15483
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14450
    Jan 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

    15990
    Jan 29, 2026
  • ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି

    14387
    Jan 29, 2026
  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆଲୋଚନା ପାଇଁ ଜେଲେନ୍‌ସ୍କି ରଖିଲେ ସର୍ତ୍ତ

    14014
    Jan 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In