ପୁଣି କମିଲା ସୁନାଦର

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍ ୨୭ ଅର୍ଥାତ୍ ଶୁକ୍ରବାର ହ୍ରାସ ପାଇଛି ସୁନା ଦର ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୮,୦୨୦ ଟଙ୍କା ରହିଛି । ଗତକାଲି ୯୮,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୯,୮୫୦ ଟଙ୍କା ରହିଛି । ଗତକାଲି ୯୦,୭୦୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୭୩,୫୨୦ ଟଙ୍କା ରହିଛି । ଗତକାଲି ୭୪,୨୧୦ ଟଙ୍କା ଥିଲା । ଏଥିରେ ୬୯୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor