ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣା, ୪ ଗିରଫ
ଚଣ୍ଡିଖୋଲ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ଧର୍ମଶାଳା ପୁଲିସ ଅଭିଯୁକ୍ତ ୪ଜଣଙ୍କ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ଆରୁହା ଗାଁ ହିଙ୍ଗୁଳା ଯଜ୍ଞକୁ ଯିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ କରାଯାଇଥିଲା।
Powered by Froala Editor