ବନ୍ଧୁକ ଜବତ, ୪ ଶିକାରୀ ଗିରଫ
ଭୁବନେଶ୍ୱର: ଶିମିଳିପାଳରୁ ୪ଜଣ ଶିକାରିଙ୍କୁ ଏସଟିଏଫ ଗିରଫ କରିଛ। ଏହାସହିତ ସେମାନେ ଶିକାର ଉଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ କରିଛି। ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡ଼ିଲେ। ଶିକାର ପାଇଁ ଯାଇଥିବାବେଳେ ଏସଟିଏଫ୍ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
Powered by Froala Editor