ବିଜେଡିର ସଚିବାଳୟ ଘେରାଉ ଚେତାବନୀ ପରେ ଏହା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର:ନୂଆ ଯୋଜନାକୁ ସହିପାରୁନି ବିଜେଡି । ବିଜେଡିର ସଚିବାଳୟ ଘେରାଉ ଚେତାବନୀ ପରେ ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ଏହାଛଡ଼ା ସେ କହିଛନ୍ତି ଯେ ବିଜେଡି କ’ଣ କରିଛି, ତାହା ସମସ୍ତେ ଜାଣିଛନ୍ତି । ଲୋକଙ୍କୁ ଠକି ଠକି ଦିନଗଲା । ଗଣତନ୍ତ୍ରକୁ ନଷ୍ଟ କରିଥିଲେ । ବିଜେଡି ସରକାରରେ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ, ଚୌକି ପକାଉଥିଲେ । ଏବେ ନୂଆ ସରକାରଙ୍କ ନୂଆ ଯୋଜନାକୁ ବିଜେଡି ସହିପାରୁନି ବୋଲି ି ପଞ୍ଚାୟତିରାଜ ମନ୍ତ୍ରୀ ।
Powered by Froala Editor