Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

  • ମଟନ କଣ୍ଟା ଫସି ଚାଲିଗଲା ଜୀବନ

  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

  • ଆସାମ ମୁଖ୍ୟମନ୍ତ୍ରୀଙ୍କ ...

  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କ୍ୟାବିନେଟ୍ ମଞ୍ଜୁରୀ ପାଇଲା ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌

କ୍ୟାବିନେଟ୍ ମଞ୍ଜୁରୀ ପାଇଲା ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌

2024-12-12 16:51:21
15415
Share:
Facebook
Twitter
E-Mail
WhatsApp
Telegram
କ୍ୟାବିନେଟ୍ ମଞ୍ଜୁରୀ ପାଇଲା ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। (ଗୁରୁବାର) କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ଏହାପରେ ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହାପୂର୍ବରୁ ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଜୋରଦାର ପ୍ରଚାର କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଅଧୀନରେ କୁରୁକ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବରାଜ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଗୌରବମୟ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ନିର୍ମାଣ କରାଯାଉଛି। କିନ୍ତୁ ଭାରତର ପ୍ରଗତି ଏବଂ ବିକାଶରେ ବାଧା ସୃଷ୍ଟି କରୁଛି ବାରମ୍ବାର ନିର୍ବାଚନ।

ଏହା ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ମୋଦି କ୍ୟାବିନେଟ୍ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସ୍ତାବକୁ ଅନୁମୋଦନ କରିଥିଲା। ବିଗତ କିଛି ମାସ ହେଲା ଏହି ଯୋଜନାର ସଫଳ ରୂପାୟନ ପାଇଁ ମୋଦି ସରକାର ଜୋର ଦେଉଛନ୍ତି। ବର୍ତ୍ତମାନର ନିର୍ବାଚନ ବ୍ୟବସ୍ଥାରେ ଅତ୍ୟଧିକ ଅର୍ଥ ଏବଂ ସମୟ ନଷ୍ଟ ହେଉଛି ବୋଲି ସରକାର ଯୁକ୍ତି ରଖିଛନ୍ତି। ତେଣୁ ଏକା ସାଙ୍ଗରେ ସାରା ଦେଶରେ ନିର୍ବାଚନ ହୋଇପାରିଲେ ଅର୍ଥ ଓ ମାନବସମ୍ବଳର ଖର୍ଚ୍ଚ କମ ହୋଇପାରିବ।

ସୂଚନାଯୋଗ୍ୟ, ଦେଶରେ ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ପ୍ରାୟ ୬ଟି ବିଲ ଆଣିବାକୁ ପଡିବ। ସଂସଦରେ ଏସବୁ ପାସ କରିବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।

Powered by Froala Editor

Tags election

Related articles Odisha News Lens 4.1

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14740
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15254
    Apr 10, 2026
  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
    ଦେଶ-ଦେଶାନ୍ତର

    ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

    14535
    Apr 09, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15497
    Apr 09, 2026
  • ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...

    15225
    Apr 09, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15159
    Apr 10, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14366
    Apr 10, 2026
  • ମଟନ କଣ୍ଟା ଫସି ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15558
    Apr 10, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    14827
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

    14535
    Apr 09, 2026
  • ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15159
    Apr 10, 2026
  • ଦେଶ-ଦେଶାନ୍ତର

    ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15558
    Apr 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17411
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17468
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17821
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16296
    Apr 03, 2021

ବିଶେଷ

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15294
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14150
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14569
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15731
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14201
    Apr 04, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15322
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15052
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15556
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13853
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14740
    Apr 10, 2026
  • ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ଠାରୁ ସ୍ନାତକ ପର୍ଯ୍ୟନ୍ତ ପ୍ରଦାନ କରିବେ ମାଗଣା ଶିକ୍ଷା

    15225
    Apr 09, 2026
  • ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15558
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In